banner
Breaking

ଓଡ଼ିଆ ଭାଷା ରେ ଓଡ଼ିଶା ର ଶାସନ ଆଜିଠାରୁ ହେଲା କାର୍ଯ୍ୟକାରୀ

ଭୁବନେଶ୍ବର, ୧୪/୮(ଓଡ଼ିଆ ନ୍ୟୁଜ) ଆଜି ମାତୃଭାଷା ଜନନୀକୁ ପୂର୍ଣ୍ଣ ସ୍ବାଧୀନତା ମିଳିଛି। ସରକାରୀ ସ୍ତରରେ ଭାଷା ଖିଲାପକାରୀଙ୍କୁ ଦଣ୍ଡବିଧାନରେ ମୋହର ମାରିଛନ୍ତି ସରକାର। ମନ୍ତ୍ରୀମଣ୍ଡଳ ସ୍ତରୀୟ (କ୍ୟାବିନେଟ )ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ନିଷ୍ପତ୍ତି ନିଆଯାଇଛିI ନିୟମ ଅନୁଯାୟୀ…
Read More...

ହିରାକୁଦରୁ ଛଡାହେଲା ପ୍ରଥମ ବନ୍ୟାଜଳ।

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ଲଗାଣ ବର୍ଷା ଯୋଗୁଁ ମହାନଦୀରେ ହୀରାକୁଦରେ ପାଣି ବିପଦସଙ୍କେତ ଟପିବାରୁ ବୁଧବାର ପୂର୍ବହ୍ଣ ୧୧.୨୪ ମିନିଟରେ ଗୋଟିଏ ଗେଟ ଖୋଲା ଯାଇଛି । ଦୀରାକୁଦର ୭ନମ୍ବର ଗେଟ ଖୋଲିଥିବା ବେଳେ ସେଥିରୁ ପ୍ରତି ସେକେଣ୍ଡରେ ୬୧୮ ଘନଫୁଟ ଜଳ ନିଷ୍କାସନ ହେଉଛି । ଏଥିରେ ଭୟଭୀତ…
Read More...

ଭୁବନେଶ୍ୱରରେ ଖୋଲିଲା ୪ଟି ନୂଆ କୋର୍ଟ। ଶୀଘ୍ର ସମାଧାନ ହେବ କେସ୍

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ରାଜଧାନୀ ଭୁବନେଶ୍ୱର କୋର୍ଟ ପରିସରରେ ଚାରିଗୋଟି ନୂତନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଖୋଲାଯାଇଛି। ଏଥିରେ ବିଚାରପତି ଭାବେ ଅରୁଣୀମା ଦାଶ,ସୋନା ସିଧାର୍ଥ,ସୌମ୍ୟା ରାଓ ଓ ସ୍ବଜଲି ମହାନ୍ତି ଯୋଗଦାନ କରିଛନ୍ତି। ମାନ୍ୟବର ଓଡିଶା ହାଇକୋର୍ଟଙ୍କର ଏହି ପଦକ୍ଷେପକୁ…
Read More...

କୋଣାର୍କ ପ୍ରକାଶନୀର ଶୁଭ ଜନ୍ମୋତ୍ସବ ଓ ପୁସ୍ତକ ଲୋକାର୍ପଣ

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): କୋଣାର୍କ ପ୍ରକାଶନୀର ଶୁଭ ଜନ୍ମୋତ୍ସବ ୟୁନିଟ୍ ୩ ସ୍ଥିତ ହୋଟେଲ୍ କେଶରୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ନାୟକ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ କବି ଶରତ…
Read More...

ଅଖିଳ ବିଶ୍ବ ଗାୟତ୍ରୀ ପରିବାରର ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଉଦଯାପିତ

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ, ହରିଦ୍ୱାର ଆନୁକୂଲ୍ୟରେ ଓଡିଶାର ୟୁନିଟ୍-୯ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଶିବିର ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ଆପଦା ପ୍ରବନ୍ଧନର ଦର୍ଶନ ଓ…
Read More...

ଜିଓର ଗିଗାଫାଇବରରେ ମିଳିବ ଅନେକ ସୁବିଧା

ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର (ରିଲାଏନ୍ସ) ଅଧ୍ୟକ୍ଷ ମୁକେଶ ଅମ୍ବାନି ନିଜର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଭାରତର ସବୁଠୁ ଶସ୍ତା ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ ସେପ୍ଟେମ୍ବର ୫ରେ ଲଞ୍ଚ ହେବ ‘ଜିଓ ଗିଗାଫାଇବର’।…
Read More...

ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ନବୀନଙ୍କୁ ଚିଠି

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ): ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ବା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶାର ୧୨ ବିଜେପି ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଲେଖିଥିବା ଚିଠିରେ ସାଂସଦମାନେ ଦର୍ଶାଇଛନ୍ତି ଆୟୁଷ୍ମାନ ଯୋଜନା…
Read More...

ଉତ୍ତରର ଉନ୍ନତି ପାଇଁ ପାଣି ଲାଗିକଲେ ବିଧାୟକ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉତ୍ତର ବାସୀଙ୍କ ଉନ୍ନତି ପାଇଁ ପାଣିଭାର ଉଠାଇଛନ୍ତି । ପବିତ୍ର ଶ୍ରାବଣ ଶେଷ ସୋମବାର ମାନସିକ ଅନୁସାରେ ଆଜି ବିଧାୟକ ମଞ୍ଚେଶ୍ବର ଘାଟରୁ ପାଣି ଉଠାଇ ଢାୱା ସୋମନାଥ ପୀଠରେ ଆସନ୍ତାକାଲି ପାଣି ଢାଳିବେ । ବିଧାୟକ ହେବା…
Read More...

ସବୁ ବ୍ୟାଙ୍କ ସକାଳ ୯ଟାରୁ ଖୋଲିବ।

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ) ଏଣିକି  ସମସ୍ତ ସରକାରୀ ବ୍ୟାଙ୍କ ୧୦ଟା ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ନିଷ୍ପତି…
Read More...

ଭାରତ ୫୯ ରନରେ ଜିତିଲା ଦ୍ବିତୀୟ ଦିନିକିଆ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୫୯ ରନ୍‌ରେ ହରାଇ ମ୍ୟାଚ୍‌ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ…
Read More...