ଅଟୋ ଚାଳକଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଇଲେ ପୋଲିସ କମିଶନର-ସୁଧାଶୁ° ଷଡ଼ଙ୍ଗୀ
ଭୁବନେଶ୍ୱର, ୭/୧୧(ଓଡ଼ିଆ ନ୍ୟୁଜ) ଅଟୋ ମହାସଂଘ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସମସ୍ତ ଅଟୋଚାଳକମାନଙ୍କୁ ଶୃଙ୍ଖଳିତ ହୋଇ ଗାଡି ଚଳାଇବା, ରାସ୍ତାରେ ଥିବା ଲେନର ବାମପଟେ…
Read More...
Read More...