banner
Breaking

୪ ଦିନ ଢାଙ୍କିବ କୁହୁଡି ୧୦ ଡିଗ୍ରୀ ତଳେ ସହର।

ଭୁବନେଶ୍ୱର,୧୫/୧(ଓଡ଼ିଆ ନ୍ୟୁଜ) : ସାରା ରାଜ୍ୟରେ ୪ ଦିନ ଯାଏଁ ଘନ କୁହୁଡ଼ିର ସମ୍ଭାବନା ରହିଥିବା ବେଳେ ୧୦ ଡ଼ିଗ୍ରୀ ତଳେ ୪ଟି ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୭.୪ ଡ଼ିଗ୍ରୀ ସହ ସୋନପୁର ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି। ଦାରିଙ୍ଗବାଡ଼ି ୯, ଟିଟିଲାଗଡ଼୯.୧, ଅନୁଗୁଳ ୯.୬ ରହିଛି।…
Read More...

ସେବା କରିଲେ ବାସେ। ଶିରିଡି ସାଇ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ କମ୍ବଳ ବଣ୍ଟନ

ଭୁବନେଶ୍ୱର, ୧୩/୦୧(ଓଡ଼ିଆ ନ୍ୟୁଜ) ସେବା ଓଲଟାଇ ଲେଖିଲେ ବାସେ ବା ବାସନା ହୁଏ । ଶ୍ରୀ ସାଇ ସେବା କରିବା ଦ୍ୱାରା ଆଜି ସାରା ଭାରତବର୍ଷରେ ବାସୁଛନ୍ତି । ତାଙ୍କର ଗୁଣ ଦର୍ଶନକୁ ଅନୁସରଣ କରି ଆଜି ଅନେକ ଭକ୍ତ ସୃଷ୍ଟି ହୋଇଛନ୍ତି । ତାଙ୍କର ମଣିଷଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଆପଣେଇବାକୁ…
Read More...

ଆରପାରିରେ ଫିଲ୍ମ ନିର୍ଦ୍ଦେଶକ ମନମୋହନ ମହାପାତ୍ର

ଭୁବନେଶ୍ୱର, ୧୩।୧: ବିଶିଷ୍ଟ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୬୯ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିବା ସାନ ପୁଅ ମନତୋଷ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଆ ଫିଲ୍ମ ଜଗତକୁ…
Read More...

ଟିଣ୍ଡର ଆପ୍ ମାମଲାର ନୂଆ ମୋଡ।

ଭୁବନେଶ୍ୱର,୧୩/୧(ବ୍ୟୁରୋ) ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ପୋଲିସର ଚାରି ଦିନର ଛାନଭିନ ପରେ ପଲଟିଲା କେସ୍ । ଅଭିଯୋଗକାରୀ ଯୁବକଙ୍କୁ ଜେଲ ପଠାଇବା ସହିତ ଯୁବତୀଙ୍କୁ ସେକ୍ସନ ୪୧ରେ ନୋଟିସ କରି ଛାଡିଦେଲା ପୋଲିସ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ସ୍ବଗୃହୀ ଚନ୍ଦ୍ର ପ୍ରଭାବରୁ ପରିବାର ଓ କର୍ମକ୍ଷେତ୍ର ଶୃଙ୍ଖଳିତ ରହିବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଖର୍ଚ୍ଚଭାର ବୃଦ୍ଧି, ଅଭିଳଷିତ ଦ୍ରବ୍ୟ…
Read More...

ରାଜଧାନୀର ମାର୍କେଟ ବିଲଡି°ରେ ଆତଙ୍କରାଜ।

ଭୁବନେଶ୍ବର,୧୧/୧: ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଚଳାଇଲେ ମୁଖା ପିନ୍ଧା ଦୁର୍ବୃତ୍ତ। ମାର୍କେଟ ବିଲ୍ଡିଂରେ ବ୍ୟବସାୟ ପାଇଁ ପସରା ମେଲାଇଥିବା ଉଠା ଦୋକାନୀମାନଙ୍କୁ ୨୦ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ। କାହା କଥା…
Read More...

ଡେଟି°,ଚାଟି°,ସେକ୍ସ, ଧୋକା ପୁଣି ଜଣେ ଯୁବକଙ୍କୁ।

ଭୁବନେଶ୍ୱର, ୧୦|୦୧: ଡେଟିଂ ଆପରେ ସମ୍ପର୍କ ସ୍ଥାପନ ପରେ ଚାଟି° ତାପରେ ଲଭ ଓ ସେକ୍ସ ଶେଷରେ ଧୋକା। ଯୁବକ ମିଳାମିଶା ଓ ଶାରୀରିକ ସମ୍ପର୍କ ରଖି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଲୁଟିଛନ୍ତି ଜଣେ ଯୁବତୀ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ୪ଦିନର ପ୍ରେମ ସମ୍ପର୍କରେ ଜଣେ ଯୁବକଙ୍କୁ…
Read More...

ଟି ୨୦ ସିରିଜ ପୋଛିନେଲା ଭାରତ।

ପୁଣେ ୧୧/୧ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ବିଜୟ ଲାଭ କରିଛି। ଏହାସହିତ ଭାରତ ତିନିଟିକିଆ ସିରିଜକୁ ୨-୦ରେ ହାତେଇ…
Read More...

ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ।

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଲୋକସେବା ଭବନ ଉଦ୍ୟାନ ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଛି। ଶୀତଦିନିଆ ଫୁଲର ସମ୍ଭାରରେ ଲୋକସେବା ଭବନ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ତେଣୁ ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକେ ଉପଭୋଗ କରିପାରିବେ ସେଥିପାଇଁ ଚଳିତ ମାସରେ ୫ଦିନ…
Read More...

ହାଉସି°ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ।

ଭୁବନେଶ୍ୱର,୧୧ା୧(ଓଡିଆ ନ୍ୟୁଜ): ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମା’ କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ୭୮ବର୍ଷ ବୟସରେ ପରଲୋକ ଘଟିଛି। ବାଲିପାଟଣାର ସ୍ବର୍ଗତ ଜଗନ୍ନାଥ ମିଶ୍ରଙ୍କ ସ୍ତ୍ରୀ କାଞ୍ଚନବାଳା…
Read More...