banner
Breaking

ମୋବାଇଲ ଆପ ମାଧ୍ୟମରେ ଧରାହେବେ ବେପରୁଆ ଗାଡ଼ି ଚାଳକ। ଇ ଚେକଗେଟର ଶୁଭାରମ୍ଭ।

ଭୁବନେଶ୍ୱର,୨୦।୧(ବ୍ୟୁରୋ): ମୋବାଇଲ୍‌ ଫୋନ୍‌ ଆପ୍ଲିକେଶନ (ଆପ୍‌) ମାଧ୍ୟମରେ ବେପରୁଆ ଗାଡ଼ି ଚାଳକଙ୍କୁ ଧରାଇବେ ସାଧାରଣ ଲୋକେ। ଏଥିପାଇଁ ପ୍ରଚଳନ ହେବ ସିଟିଜେନ ରିପୋର୍ଟିଂ ଆପ୍‌। ଲୋକେ ବେପରୁଆ ଗାଡ଼ିଚାଳକଙ୍କ ଫଟୋ ଉଠାଇ ଉକ୍ତ ଆପ୍‌ ଜରିଆରେ ପଠାଇବେ। ଆବଶ୍ୟକ ଯାଞ୍ଚ ପରେ ଚାଲାଣ ଓ…
Read More...

ମାର୍କେଟ ବିଲଡି° ଭଙ୍ଗାରୁଜା ଘଟଣାର ମାଷ୍ଟର ମାଇଣ୍ଡ ଚିଣ୍ଟୁ ସହିତ ୫ ଗିରଫ।

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା ଓ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ରବିବାର ମୁଖ୍ୟ ଅଭିଯୁକ୍ତ ବଡ଼ଗଡ଼ ପୋଡ଼ାସାହିର ରାକେଶ ମହାନ୍ତି(୨୪) ଓରଫ ଚିଣ୍ଟୁ ଓ ତାଙ୍କ ୫ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ୫…
Read More...

ଭୁବନେଶ୍ୱର ରୁ ସୁରତକୁ ଉଡିଲା ବିମାନ। ଅପରାଜିତା ହେଲେ ପ୍ରଥମ ଯାତ୍ରୀ।

ଭୁବନେଶ୍ୱର,୨୦।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାର ସକାଳ ୮.୪୦ମିନିଟ୍‌ରୁ ଏୟାର ଇଣ୍ଡିଆର ଏ୩୨୧ ବିମାନ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୮୧ ଜଣ ଯାତ୍ରୀଙ୍କୁ ନେଇ ସୁରଟକୁ ସିଧାସଳଖ  ଉଡ଼ାଣ ଆରମ୍ଭ କରିଛି। ଏଥିରେ…
Read More...

ଅନଲାଇନ ସମ୍ପତ୍ତି ଟିକସ ବ୍ୟବସ୍ଥାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର,୨୦/୧(ଓଡ଼ିଆ ନ୍ୟୁଜ) : ଏଣିକି ଅନଲାଇନ ମାଧ୍ୟମରେ ଦେଇପାରିବେ ଖଜଣା। ସୋମବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟରେ ପ୍ରଥମଥର ପାଇଁ ଅନ୍‍ଲାଇନ୍‍ ସମ୍ପତ୍ତି ଟିକସ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଗର ଉନ୍ନୟନ ବିଭାଗ ୫-ଟିରେ ସାମିଲ…
Read More...

ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ମାୟୋପିଆ ସଚେତନତା ପାଇଁ ‘ମାଇଁସାଇକ୍ଲୋଥନ୍‌’ ଅନୁଷ୍ଠିତ।

ଭୁବନେଶ୍ୱର,୧୯।୧(ଓଡ଼ିଆ ନ୍ୟୁଜ): ଏଲ୍‌ଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌(ଏଲ୍‌ଭିପିଇଆଇ), ଭୁବନେଶ୍ୱର ପକ୍ଷରୁ ଶିଶୁ ଏବଂ କିଶୋରମାନଙ୍କଠାରେ ଦେଖାଦେଉଥିବା ‘ମାୟୋପିଆ’ ବା ନିକଟ ଦୃଷ୍ଟିଦୋଷ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ‘ମାଇଁସାଇକ୍ଲୋଥନ୍‌’-ବେଟର ହେଲ୍‌ଥ, ବେଟର ସାଇଟ୍ ନାଁ ରେ ଏକ…
Read More...

ସ୍ବାଭିମାନ ସହ ଚାଷୀ ବଞ୍ଚୁ ଓ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ ଏବଂ ଚାଷୀ ବିକାଶର ସାରଥୀ ହେଉ-ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୦।୧(ଓଡ଼ିଆ ନ୍ୟୁଜ): ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’ ସୋମବାରଠାରୁ ଜନତା ମଇଦାନରେ ଆରମ୍ଭ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି। ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ । କୃଷିର…
Read More...

ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବଜା କଲା ଭାରତ।

ବେଙ୍ଗାଲୁରୁ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଭ୍ରମଣକାରୀ ଦଳକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ କବଜା କରିଛି ଭାରତ। ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଭାରତ ପ୍ରଥମ ଦିନିକିଆ ହାରିଥିବା…
Read More...

ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର,୧୯/୧- ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ କିଟ୍ ବିଶ୍ୱବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଉପାଧ୍ୟକ୍ଷ ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି, ଗୃହଜମି ଲାଭ, ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ । କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିବା ସହ ଆମତ୍ୀୟଙ୍କ ସହୃଦୟତାରୁ ଖୁସି ରହିବେ। ବିତର୍କଜନିତ ପରିବାରରେ ଅର୍ଥ ସମ୍ପର୍କକୁ ନେଇ କିମ୍ବା…
Read More...

ନାଗେଶ୍ୱର ବସ୍ତିରେ ଶାଢୀ ଓ କମ୍ବଳ ବଣ୍ଟନ

ଭୁବନେଶ୍ୱର,୧୯/୦୧(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ସ୍ଥିତ ନାଗେଶ୍ୱର ବସ୍ତିରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଶାଢୀ ଏବଂ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୬ ନମ୍ବର ୱାର୍ଡର ସମାଜସେବୀ ମାନସ କୁମାର ଦାଶ ଓ ନାରୀ ନେତ୍ରୀ ମଧୁସ୍ମିତା ଦାଶଙ୍କ…
Read More...