banner
Breaking

କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

କେନ୍ଦୁଝର ,(ଓଡ଼ିଆ ନ୍ୟୁଜ): କେନ୍ଦୁଝର ଜିଲା ଆନନ୍ଦପୁରର ମିନି ଷ୍ଟାଡ଼ିୟମରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପହଞ୍ଚି ବିଭିନ୍ନ ଜନହିତକାରୀ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆନନ୍ଦପୁର ଠାରେ ୪୭୫ କୋଟି ବ୍ୟୟରେ ନିର୍ମିତ…
Read More...

ମୋ ସରକାରେ ସାମିଲ ହେଲା ଶ୍ରମ ବିଭାଗ।

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ମୋ ସରକାରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ସାମିଲ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋ ସରକାରରେ…
Read More...

ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂରାଜୀ ପଢିବେ ଛାତ୍ରଛାତ୍ରୀ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ରାଜ୍ୟର ସମସ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପିଲାଙ୍କୁ ସ୍ପୋକନ ଇଂଲିଶ ଶିକ୍ଷା ଦିଆଯିବ। ପିଲାମାନଙ୍କ ଗୁଣାତ୍ମକ ଶିକ୍ଷା ବୃଦ୍ଧି ସକାଶେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଛାତ୍ରୀଛାତ୍ରମାନଙ୍କ ଆଧାର ସଂଯୋଗକୁ ମଧ୍ୟ ସୁନିଶ୍ଚିତ କରାଯିବ। ୩୦…
Read More...

ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ।

ପୁରୀ,(ଓଡ଼ିଆ ନ୍ୟୁଜ): ପବିତ୍ର ରଥଯାତ୍ରା ପାଇଁ ଗୁରୁବାର ଅପରାହ୍ନରେ ରଥଖଳାଠାରେ ତିନିରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ କରାଯାଇଛି । ପାରମ୍ପରିକ ରୀତି ଅନୁସାରେ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ କରାଯାଇଥାଏ । ନୟାଗଡ ଜଙ୍ଗଲରୁ ଆସିଥିବା ଦୁଇଟି ଟ୍ରକରେ ରଥକାଠକୁ ରଥଖଳାରେ ଭୂମିଷ୍ଟ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଚେଷ୍ଟା କରି ସାଧାରଣ ଫଳ ପାଇବେ । ସାଂସାରିକ ଅସ୍ଥିରମନା ରହିବେ । ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭଅଙ୍କ-୭, ଶୁଭ ରଙ୍ଗ-କଫି । ବୃଷ-ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ…
Read More...

ଦଶମ ଶ୍ରେଣୀ ପାଠରେ ସାମିଲ ହେବ ସଡକ ସୁରକ୍ଷା।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ପଢ଼ିବେ। ଆଗାମୀ ଶିକ୍ଷାବର୍ଷରୁ ୧୦ମ ପାଠ୍ୟକ୍ରମରେ ଏହା ରଖାଯିବ। ତେବେ ବିଷୟବସ୍ତୁ କିପରିି ହେବ, ସେ ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ବୁଧବାର ପରିବହନ…
Read More...

ମହିଳା ସିଟରେ ପୁରୁଷ ବସିଲେ ଜରିମାନା।

ଭୁବନେଶ୍ୱର,(ବ୍ୟୁରୋ):ଘରୋଇ ବସ୍‌ ଓ ମୋ ବସ୍‌ରେ ମହିଳା ଯାତ୍ରୀ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ନିଯୁକ୍ତ ଏସ୍‌ପିଓମାନେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଥିଲେ। କମିଶନର ମୋ ବସ୍‌ର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ…
Read More...

ଓଡ଼ିଶାର ପ୍ରସିଦ୍ଧ ମନ୍ଦିର ବିକାଶ ଦିଗରେ ପାଣ୍ଡିଆନ୍। ତାରାତାରିଣୀଙ୍କ ଦର୍ଶନ କରି ଉନ୍ନତି ପାଇଁ ନିର୍ଦ୍ଦେଶ ଦେଲେ।

ଗଞ୍ଜାମ,୩୧।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ଉନ୍ନତି ପାଇଁ ଦିନରାତି ଏକ କରି ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ। ବିଶେଷ କରି ଓଡ଼ିଆ ମାନଙ୍କର ଧର୍ମୀୟ ଭାବନା ପ୍ରତି ଦୁର୍ବଳତା ରହିଛି। ତେଣୁ ମନ୍ଦିର ମାନଙ୍କର ବିକାଶ ଘଟିଲେ…
Read More...

ତପ୍ତପାଣି ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ସହାୟତା ଘୋଷଣା…
Read More...

ବାର୍ଡ ଫ୍ଲୁ ଘଟଣାର ଅନୁଧ୍ୟାନ କରିବେ କନ୍ଦ୍ରୀୟ ଟିମ୍।

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରଠାରୁ ଆତଙ୍କ ଜାରି ରହିଛି। ବାର୍ଡ ଫ୍ଲୁ ଭୂତାଣୁ ଯେପରି ମଣିଷ ଓ ଅନ୍ୟ ଅଞ୍ଚଳକୁ ନ ବ୍ୟାପିବ ସେଥିପାଇଁ ସମସ୍ତ ପ୍ରକାର…
Read More...