banner
Breaking

ଭାରତରେ କରୋନା ମୃତ୍ୟୁ ହାର କମ୍ ରହିବ।

ନୂଆଦିଲ୍ଲୀ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ବିଭାଗର ବାୟୋଲୋଜିକାଲ ସାଇନ୍ସ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ…
Read More...

ତିନି ମାସର ଦରମା ଦେଲେ ସଞ୍ଜୟ ଦାଶବର୍ମା

ଭୁବନେଶ୍ଵର: କରୋନା ଭୂତାଣୁର ମୁକାବିଲା କରିବା ପାଇଁ ନେତା, ଅଭିନେତା, କ୍ରୀଡ଼ାବିତ, ବ୍ୟାବ୍ୟସାୟିକ ଅନୁଷ୍ଠାନଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମା ଲୋକ…
Read More...

ଭଦ୍ରକରୁ ଜଣେ ପଜେଟିଭ। ସ୍ବାସ୍ଥ୍ୟ ବିଭାଗର ପରାମର୍ଶ କଣ ପଢନ୍ତୁ।

ଭୁବନେଶ୍ୱର, ୧/୪(ଓଡ଼ିଆ ନ୍ୟୁଜ): ଗତକାଲି ଭଦ୍ରକରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବାହାରୁ ଆସିଥିବା ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବିଭାଗ।କରୋନା ଭୂତାଣୁକୁ ରୋକିବାକୁ ହେଲେ ଗୋଟିଏ ବାଟ ହେଉଛି ସତର୍କତା। କରୋନାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ବୋଲି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ ଆଗଭର ହେବେ। ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଅଫିସରେ ଜଣେ ବନ୍ଧୁଙ୍କ କାର୍ଯ୍ୟକଳାପକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ । ସନ୍ତାନଙ୍କ ଅଶାନ୍ତ ମନଦେଖି ଚିନ୍ତିତ ହୋଇପାରନ୍ତି । ବୃଷ:-…
Read More...

ଜୁନ ୩୦ ଯାଏ ବଢିଲା ଗାଡି କାଗଜପତ୍ର ନବୀକରଣ ଅବଧି।

ଭୁବନେଶ୍ୱର, ୩୧ା୩(ଓଡ଼ିଆ ନ୍ୟୁଜ): କରୋନା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଫେବୃଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ଏବେ ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ୍ ଯାଏଁ ବୈଧ ରହିବ । ଫିଟନେସ୍, ଡିଏଲ ଓ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ…
Read More...

ପୁରୀରେ ପହଞ୍ଚିଲା ରଥକାଠ।

ପୁରୀ , ୩୧ା୩ : ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ସୋମବାର ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୨୧ ଖଣ୍ଡ କାଠ ଆସିଛି। ଏଥିରେ ୨୦ ଫୁଟିଆ ଅସନ ୯ ଖଣ୍ଡ, ୧୨ ଫୁଟିଆ ଅସନ…
Read More...

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶୀକା ହେଲେ ଡ ଭାଗ୍ୟଲିପି ମଲ୍ଲ।

ଭୁବନେଶ୍ୱର, ୩୧ା୩ (ଓଡ଼ିଆ ନ୍ୟୁଜ) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର ଡ. ଭାଗ୍ୟଲିପି ମଲ୍ଲଙ୍କୁ ନିଯୁକ୍ତି ମିଳିଛି। ସେ ରାଜ୍ୟ ସଂଗ୍ରହାଳୟ ସହ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିଭଳି…
Read More...

ଲିଙ୍ଗରାଜଙ୍କ ରଥଯାତ୍ରା ଅନିଶ୍ଚିତତା ଭିତରେ।

ଭୁବନେଶ୍ୱର, ୩୧ା୩ (ଓଡ଼ିଆ ନ୍ୟୁଜ) – ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଚଳିତ ବର୍ଷ ଅନିଶ୍ଚିତତା ମଧ୍ୟରେ ରହିଛି। କରୋନା କଟକଣା ଓ ଲକ୍‌ଡାଉନ୍‌ ପାଇଁ ପ୍ରଶାସନ କୌଣସି ପରିସ୍ଥିତିରେ ରଥଯାତ୍ରା ପାଇଁ ରାଜି ହେଉ ନ ଥିବାବେଳେ…
Read More...

ବଢିଲା ତାତି ପାରଦ ୪୦° ଛୁଇଁଲା।

ଭୁବନେଶ୍ୱର,୩୧ା୩(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍‌ସିୟସକୁ ଟପିଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା…
Read More...

୨୪ ଘଣ୍ଟାରେ ୪ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। କରୋନା ନିଆଁ ଭଳି ମାଡି ଯାଇପାରେ -ସୁବ୍ରତୋ ବାଗଚୀ।

ଭୁବନେଶ୍ୱର,୩୧।୩(ଓଡ଼ିଆ ନ୍ୟୁଜ): ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। ଭାରତରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ଶହ ଟପିଥିବା ବେଳେ…
Read More...