banner
Breaking

ଅତିରିକ୍ତ ତହସିଲଦାର ନୀଳମ୍ବିତ।

ଭଦ୍ରକ,୨୩/୪(ଓଡ଼ିଆ ନ୍ୟୁଜ) କରୋନା ସମୟରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ଭଦ୍ରକ ଜିଲା ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଧଳଙ୍କୁ ଗୁରୁବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନିଲମ୍ବିତ କରିଛନ୍ତି। ଏନେଇ ଭଦ୍ରକ ଜିଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
Read More...

ସରପଞ୍ଚଙ୍କ ସହ କଥା ହେବା ସହିତ ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଲୋକାର୍ପିତ କରିବେ ମୋଦୀ

ଦିଲ୍ଲୀ,୨୩/୪(ବ୍ୟୁରୋ) : ଆସନ୍ତାକାଲି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଦେଶର ସମସ୍ତ ପଞ୍ଚାୟତ ପ୍ରତିନିଧି ସରପଞ୍ଚମାନଙ୍କ ସହ  ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟରେ ସୂଚନା ଦେଇଛନ୍ତି । ଏଥି ସହିତ…
Read More...

ଖୁସି ଖବର, କରୋନା ଟୀକା ପ୍ରସ୍ତୁତ।

ଲଣ୍ଡନ: କରୋନା ଭୂତାଣୁର ଚିକିତ୍ସା ପାଇଁ ବ୍ରିଟେନ ଏବଂ ଜର୍ମାନୀ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ଏହି ଭ୍ୟାକ୍ସିନର ସଫଳତା ଜାଣିବା ଲାଗି ଆଜିଠାରୁ ମଣିଷଙ୍କ ଉପ​‌ରେ ଏହାର ପରୀକ୍ଷଣ ହେବ। କରୋନା ଭ୍ୟାକ୍ସିନକୁ ନେଇ ସାରା ବିଶ୍ଵରେ ୧୫୦ରୁ ଅଧିକ ଗବେଷଣା ଚାଲିଛି। ତେବେ…
Read More...

କରୋନା ଅପଡେଟ। ମୃତ୍ୟୁ ସ°ଖ୍ୟା ୬୮୧କୁ ବୃଦ୍ଧି।

ନୂଆଦିଲ୍ଲୀ,୨୩/୪ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧ ହଜାର ୩୯୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୮୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୨୫୮ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୧୬ ହଜାର ୪୫୪ ଜଣ ଏବେ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…
Read More...

କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ।

ମାଲକାନଗିରି, ୨୩ା୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି…
Read More...

ମୋବାଇଲ ଦ୍ବାରା ବ୍ୟାପିପାରେ କରୋନା।

ଭୁବନେଶ୍ୱର:୨୩ ।୪(ଓଡ଼ିଆ ନ୍ୟୁଜ): କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପ୍ରକାରର କଟକଣା ଲଗାଯାଇଛି। ପ୍ରଥମେ ହାତରେ ମୁହଁ ଛୁଇବା ଉପରେ କଟକଣା ପରେ ଘରୁ ବାହାରିବା ଉପରେ କଟକଣା । ଆଉ ଏବେ ମୋବାଇଲ ଫୋନ ବ୍ୟବହାର ଉପରେ ଲାଗିଛି କଟକଣା । ମୋବାଇଲ ଫୋନ ବି କରୋନା ବାହକ ହୋଇପାରେ । ଏଥିରେ…
Read More...

ବଢିବ କି ଲକଡାଉନ୍ ଅବଧି। କଣ ରିପୋର୍ଟ କହୁଛି ଜାଣନ୍ତୁ।

ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହେଲେ ଏହି ମହାମାରୀ ମେ ମାସ ମଧ୍ୟଭାଗରେ ଶୀର୍ଷସ୍ତରରେ ପହଞ୍ଚତ୍ବ ଏବଂ ଧୀରେ ଧୀରେ ହ୍ରାସ…
Read More...

କରୋନା ପାଇଁ ସରକାର ପ୍ୟାକେଜ୍‌ ଘୋଷଣା କରନ୍ତୁ- ସାମ୍ବାଦିକ ମିଳିତ ମଞ୍ଚ

ଭୁବନେଶ୍ବର,୨୩/୪: କରୋନା ପାଇଁ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସରକାର ପ୍ୟାକେଜ୍‌ ଘୋଷଣା କରନ୍ତୁ ବୋଲି ସାମ୍ବାଦିକ ମିଳିତ ମଞ୍ଚ ଦାବି କରିଛି। ପ୍ରୋତ୍ସାହନ ରାଶି, ବୀମା ନାହିଁ ଓ ପ୍ୟାକେଜ୍‍ ପାଇଁ ସରକାର ନିଜେ ଏହାର ବିଚାର କରି ପଦକ୍ଷେପ ନିଅନ୍ତୁ ଲଢେଇ ସମୟରେ…
Read More...

ଆସନ୍ତାକାଲି ଠାରୁ ପ୍ରବଳ ବର୍ଷା ଓ ପବନ ବହିବ।

ଭୁବନେଶ୍ବର,୨୩/୪(ଓଡ଼ିଆ ନ୍ୟୁଜ) : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ଥିବାବେଳେ ୨୪ରୁ ୨୬ ପର୍ଯ୍ୟନ୍ତ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ସାମାନ୍ୟ ନିସ୍ତାର ମିଳିଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା ନିଜ ଚତୁଃପାର୍ଶ୍ୱସ୍ଥ ପିଲାମାନଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରୁ ଲାଭବାନ ହେବେ ।…
Read More...