ସୁପରସାଇକ୍ଲୋନରେ ପରିଣତ ହେଲା ଅମ୍ଫାନ। ୨୬୦ କିମି ବେଗରେ ବହିବ ପବନ
ନୂଆଦିଲ୍ଲୀ,୧୮/୫(ବ୍ୟୁରୋ) ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ଅମ୍ଫାନ। ୧୨ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି ସନ୍ଧ୍ୟା ୫.୩୦ ସୁଦ୍ଧା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ । ମାତ୍ର ଏହା ଦିନ ୧୨ଟା…
Read More...
Read More...