banner
Breaking

ଓଡିଶା ଶିଳ୍ପ ବିକାଶର ଉନ୍ନୀତ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତ ହୋଇ ପାରିଛି-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୩/୫(ଓଡ଼ିଆ ନ୍ୟୁଜ) : ଓଡ଼ିଶାକୁ ପୁଞ୍ଜିନିବେଶର ଏକ ଲକ୍ଷ୍ୟସ୍ଥଳ ଭାବରେ ପ୍ରତିଷ୍ଠିତ କରିବା ନିମନ୍ତେ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବାତ୍ୟାର ସଫଳ ପରିଚାଳନା ପୁଞ୍ଜିନିବେଶ ନିମନ୍ତେ ନୂଆ ଦିଗନ୍ତ ଉନ୍ମୋଚନ କରିପାରିଛି। କୋଭିଡ୍‌-୧୯ ପରବର୍ତ୍ତୀ…
Read More...

ତାତିରେ ତାତିଲା ଓଡିଶା।

ଭୁବନେଶ୍ୱର,୨୩।୫(ଓଡ଼ିଆ ନ୍ୟୁଜ): ତାତିରେ ତାତିଲା ଓଡିଶା। ବାତ୍ୟା ଅମ୍ଫନ ପରେ ଓଡିଶାର ବହୁ ଜିଲ୍ଲା ଆଜି ଡହଡହ ତାତିରେ ଫୁଟିଛି। ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ…
Read More...

ଖୁସି ଖବର ରାଜ୍ୟରେ ପୁଣି ୬୨ ସୁସ୍ଥ।

ଭୁବନେଶ୍ଵର,୨୩/୫(ଓଡ଼ିଆ ନ୍ୟୁଜ): ଖୁସି ଖବର ରାଜ୍ୟରେ ଶନିବାର ପୁଣି ୬୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୭କୁ ବୃଦ୍ଧି ପାଇଛି। ଗଂଜାମ ଜିଲ୍ଲାରୁ ୪୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ, ରାଉରକେଲାରୁ ୨ ଜଣ, ଭଦ୍ରକ, ମୟୂରଭଂଜ ଓ ଯାଜପୁର…
Read More...

୨୪ ଘଣ୍ଟା ମଧ୍ୟରେ ମିଳିଲା ୫୦୦ କୋଟିର ସହାୟତା। ଧନ୍ୟବାଦ ଦେଲେ ନବୀନ।

ଭୁବନେଶ୍ବର,୨୩/୫(ଓଡ଼ିଆ ନ୍ୟୁଜ) : ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ  ୫୦୦ କୋଟିର ଅମ୍ପନ ସହାୟତା ମିଳିଛି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଶନିବାର ଏହି ସହାୟତା ରାଶି ପଠାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ…
Read More...

ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ଜୟ ଯବାନ ଜୟ କିଷାନ କ୍ଲବ।

ଜଗତସିଂହପୁର,୨୩/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ଧୂଆଁପାରୀ ଗ୍ରାମର ଅଗ୍ରଣୀ ସ୍ୱଛ୍ଛାସେବୀ ସଂଗଠନ ଜୟ ଜବାନ ଜୟ କିଷାନ କ୍ଲବ ଦ୍ୱାରା ଏକ ସ୍ୱଛ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । କ୍ଲବର ସଭ୍ୟମାନଙ୍କ ଦ୍ୱାରା…
Read More...

ଓଡିଶାରେ ଅନଲାଇନରେ କାଲିଠାରୁ ମିଳିବ ମଦ।

ଭୁବନେଶ୍ୱର,୨୩।୫(ଓଡ଼ିଆ ନ୍ୟୁଜ): ରବିବାରଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଏଥିନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ଅନ୍ୟ ସବୁଠାରେ ହୋମ୍‌ ଡେଲିଭରି କରାଯିବ। ହେଲେ ବିଦେଶୀ ମଦ ଓ…
Read More...

ଭାରତରେ ୨୪ ଘଣ୍ଟାରେ ୬୬୫୪ ସ°କ୍ରମିତ ୧୩୭ ମୃତ।

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ତାର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୬୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ…
Read More...

ରାଜ୍ୟରେ ପୁଣି ୮୦ ପଜିଟିଭ୍ । ଆକ୍ରାନ୍ତଙ୍କ ସ°ଖ୍ୟା ୧୨୬୯ କୁ ବୃଦ୍ଧି।

ଭୁବନେଶ୍ଵର, ୨୩/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୮୦ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ…
Read More...

ଭୁବନେଶ୍ୱର ଉପକଣ୍ଠରେ ଜଣେ କରୋନା ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତ ଜଣକ ଗ୍ୟାସ କର୍ମଚାରୀ।

ଭୁବନେଶ୍ୱର,୨୩/୫(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ଉପକଣ୍ଠ ରେ ପହଞ୍ଚିଲା କରୋନା। ଉତ୍ତର ଭୁବନେଶ୍ୱର ପାଞ୍ଚ ପଞ୍ଚାୟତର କଲ୍ୟାଣ ପୁର ପଞ୍ଚାୟତ ଅନ୍ତର୍ଗତ କଳାଝରି ଗ୍ରାମରେ ଥିବା ଏକ ଗ୍ୟାସ ଏଜେନ୍ସିର ଡିପୋରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ ।…
Read More...