ରାଜ୍ୟରେ ଆଜି ପୁଣି ସର୍ବାଧିକ ୭୫୫ ଜଣ ପଜିଟିଭ ଚିହ୍ନଟ ଓ ୪ ମୃତ।
ଭୁବନେଶ୍ୱର,୧୦ା୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ରେକର୍ଡ଼ ଭାଙ୍ଗିଛି କରୋନା। ୫ ମାସର ଅବଧି ଭିତରେ ଆଜି ସର୍ବାଧିକ ୭୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫୬କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…
Read More...
Read More...