banner
Breaking

କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ପାଇଁ ଗିରଫ ଦାବି କଲା ଯୁବ କଂଗ୍ରେସ।

ଜଗତସିଂହପୁର,୧୬/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ହୃଦଘାତରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ଯାଗୀ ଙ୍କ ମୃତ୍ୟୁ ଘଟଣା କୁ ନେଇ ସମ୍ବିତ ପାତ୍ରଙ୍କୁ ଦାୟୀ କରି ସମ୍ବିତ ପାତ୍ରଙ୍କ ଗିରଫ ଦାବି କରି ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ…
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଜଗତସିଂହପୁର,(ଓଡ଼ିଆ ନ୍ୟୁଜ):ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କ୍ଲବ ଜୟ ଯବାନ ଜୟ କିଶାନ ଧୂଆଁପାରୀ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ମୂଖ୍ୟ ଅତିଥି ଭାବେ ବର୍ତ୍ତୀ ଅଞ୍ଚଳର ସମାଜସେବୀ ରବିନ୍ଦ୍ରନାଥ ଦାଶ…
Read More...

ନବୀନଙ୍କ ସାରଥୀ ସାଜିଲେ ପାଣ୍ଡିଆନ।

ଭୁବନେଶ୍ଵର,୧୬/୮(ଓଡ଼ିଆ ନ୍ୟୁଜ):ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଆଜି ଦେଖିବାକୁ ମିଳିଛି ଏକ ନୂଆ ଘଟଣା । ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଆସିବା ବେଳେ ୫ଟି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିରେ ଡ଼୍ରାଇଭର…
Read More...

ଓଡ଼ିଶାର ଦୁଇ ବିଧାୟକ ଫେମ ଇଣ୍ଡିଆର ଶ୍ରେଷ୍ଠ ସ୍ଥାନରେ।

ଭୁବନେଶ୍ୱର,୧୬/୮(ବ୍ୟୁରୋ):ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୁଇ ବିଧାୟକ । ଜଣେ ଶାସକ ବିଜେଡ଼ି ଦଳରୁ ଓ ଅନ୍ୟଜଣେ ବିରୋଧୀ କଂଗ୍ରେସ ଦଳରୁ। ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ…
Read More...

ହନୁମାନଙ୍କୁ ବର ମାଗିଲେ କେଜ୍ରିଓ୍ବାଲ।

ନୂଆଦିଲ୍ଲୀ, ୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର (୧୬ ଅଗଷ୍ଟ) ୫୨ତମ ଜନ୍ମଦିବସ ଥିଲା। ଏହି ବିଶେଷ ଦିବସ ଅବସରରେ କେଜ୍ରିଓ୍ବାଲ ସ୍ତ୍ରୀ ସୁନୀତାଙ୍କ ସହ କନ୍ନାଟ ପ୍ଲେସରେ ଥିବା ହନୁମାନ ମନ୍ଦିର ଦର୍ଶନରେ ଯାଇଥିଲେ। ଏଠାରେ ପ୍ରାର୍ଥନା କରିବା ପରେ କେଜ୍ରିଓ୍ବାଲ୍‌…
Read More...

ସୁରକ୍ଷା ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ। ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା କୁମାର ବିଶ୍ୱରଞ୍ଜନଙ୍କୁ…

ଭୁବନେଶ୍ୱର,୧୬/୮(ଓଡ଼ିଆ ନ୍ୟୁଜ): ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ଶନିବାର ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ କୋଭିଡ୍‌-୧୯ କଟକଣାକୁ ଅନୁପାଳନ କରି ଅନୁଷ୍ଠିତ…
Read More...

ଓଡିଶାରେ ରେକର୍ଡ ଭାଙ୍ଗିଲା କରୋନା। ଆଜି ୨୯୨୪ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର,୧୬/୮(ଓଡ଼ିଆ ନ୍ୟୁଜ):ଓଡିଶାରେ ରେକର୍ଡ ଭାଙ୍ଗିଲା କରୋନା।ରାଜ୍ୟରେ ଆଜି ସର୍ବାଧିକ ୨୯୨୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୧୫ ଜଣ କ୍ବାରେଣ୍ଟାଇନରୁ ରହିଥିବା ବେଳେ ୧୧୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ…
Read More...

ନୀଳାଦ୍ରି ବିହାର ଆବାସିକ ସଙ୍ଘ ପକ୍ଷରୁ ୭୪ ତମ ସ୍ବାଧୀନତା ଦିବସ ପାଳିତ।

ଭୁବନେଶ୍ୱର,୧୫/୮(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘ ପକ୍ଷରୁ ୭୪ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।କରୋନା କଟକଣା ନିୟମ ଅନୁପାଳନ କରି ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବୀ ତଥା ଆବାସିକ ସଙ୍ଘର ଉପଦେଷ୍ଟା ଶ୍ରୀଯୁକ୍ତ…
Read More...

ପୋଖରୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ।

ଜଗତସିଂହପୁର,୧୫।୮(ବ୍ୟୁରୋ):ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନାର ଖନ୍ଦୋଳ ଗାଁ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ତୁଳଙ୍ଗ ଗାଁର ପ୍ରତ୍ୟୁଷ ବିଶ୍ୱାଳ ଓ ଆୟୁଷ ବିଶ୍ୱାଳ। ପ୍ରତ୍ୟୁଷ ଓ ଆୟୁଷ ନବମ ଶ୍ରେଣୀରେ ପଢନ୍ତି। ସବୁଦିନ ଭଳି ସେମାନେ…
Read More...

ସ୍ବାଧୀନତା ଦିବସରେ କ୍ରିକେଟରୁ ଅବସର ନେଲେ ଧୋନୀ।

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଧୋନୀ ଅବସର ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ ସେ ଭଲପାଇବା ଓ ସମର୍ଥନ ଯୋଗୁ…
Read More...