banner
Breaking

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଆକା°ଉଟ୍ ହ୍ୟାକ୍।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଂଉଟ ହ୍ୟାକ୍ ହୋଇଛି। ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୩ଟା ୧୫ ମିନିଟରେ ହ୍ୟାକ୍ ହୋଇଥିବା ଜଣାପଡିଛି। ବ୍ୟକ୍ତିଗତ ଆକାଂଉଟରେ ଅଛନ୍ତି ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି। ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌…
Read More...

ରାଜ୍ୟରେ ଆଜି ପୁଣି ୩୬୩୧ ପଜିଟିଭ ଚିହ୍ନଟ ଓ ୮ ମୃତ।

ଭୁବନେଶ୍ବର,୩/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୬୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ୧୪୧୭ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୧ ଲକ୍ଷ ୧୩ ହଜାର…
Read More...

ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।

ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ଜଣେ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିଜ୍ ଏଣ୍ଡ ବଏଲସ୍ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ଭୁବନେଶ୍ବର ସ୍ଥିତ ଘର ଏବଂ ଅଫିସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
Read More...

ବନ୍ଧୁକ ଦେଖାଇ ଲୁଟିନେଲେ।

ସାଲେପୁର ୩।୯: ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ। ତିନି ଜଣ ଲୁଟେରା ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଇଛନ୍ତି ଟଙ୍କା। ଟାଙ୍ଗୀ ପୋଲିସ ଏହି ଘଟଣା ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଟାଙ୍ଗୀ ଥାନା ଅନ୍ତର୍ଗତ…
Read More...

ଚୀନକୁ ଭାରତର କଡା ଜବାବ।

ଲେହ, ୩।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସ୍ଥିତିର ସମୀକ୍ଷା ପାଇଁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଲଦାଖର ଲେହରେ ପହଞ୍ଚିଛନ୍ତି। ସେ ଫିଲ୍ଡ କମାଣ୍ଡରଙ୍କ ସହିତ ଆଲୋଚନା କରିଛନ୍ତି। ଏଲ୍‌ଏସିରେ ଭାରତୀୟ ସେନାର ପ୍ରସ୍ତୁତି କାର୍ଯ୍ୟର ସେ…
Read More...

ଡ୍ୟାମରୁ ଇଞ୍ଜିନିୟରଙ୍କ ମୃତ ଦେହ ଉଦ୍ଧାର।

କଳାହାଣ୍ଡି ୩।୯ : ଡ୍ୟାମରୁ ମିଳିଲା ଇଞ୍ଜିନିୟରଙ୍କ ମୃତ ଦେହ। ଟାଙ୍ଗନକଣା ଡ୍ୟାମରୁ ଇଞ୍ଜିନିୟର ପ୍ରତ୍ୟୁଷ ପ୍ରଧାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହି ମୃତ ଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ତେବେ ପ୍ରତ୍ୟୁଷଙ୍କ ମୋବାଇଲ ଜବତ କରି ପୋଲିସ ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ,…
Read More...

କଟକରେ ପୁଣି ସକ୍ରିୟ ହେଲେ ଅପରାଧୀ।

କଟକ ୩।୯ : ବୁଧବାର ସନ୍ଧ୍ୟାରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ମାରଣାସ୍ତ୍ରରେ ହାଣି ମୁଣ୍ଡ ଗଡ଼ାଇଛନ୍ତି । ଆତତାୟୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛି କୁଖ୍ୟାତ ହାଡ଼ିଆ ଓରଫ ପ୍ରକାଶ ବେହେରା । ସୂଚନାଯୋଗ୍ୟ ସତୀଚଉରା ନିକଟବର୍ତ୍ତୀ…
Read More...

ଆରମ୍ଭ ହେଲା ପିତୃପକ୍ଷ।

ପୁରୀ ,୨ା୯: ବୁଧବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ୧୫ ଦିିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରରେ ତିଳ ତର୍ପଣ ଏବଂ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବନ୍ଧୁମାନଙ୍କ ସହ ନୂତନ ପ୍ରକଳ୍ପ ସକାଶେ ଅର୍ଥ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ,ଦୂରଯାତ୍ରା ଓ ପ୍ରତିଦ୍ୱନ୍ଦିତାର ସାମନା କରିବା ପ୍ରଭୃତି ବିଷୟରେ ଯୋଜନା କରିବେ। ରୋଗୀର ଆରୋଗ୍ୟ ସକାଶେ,ଋଣ ପରିଶୋଧ ପାଇଁ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ।…
Read More...

ଦେଶ ଓ ଜାତିର ଉନ୍ନତି ପାଇଁ ଲେଖନୀ ଚାଳନା କରିବାକୁ ଆହ୍ୱାନ

ଭୁବନେଶ୍ୱର,୨/୯(ଓଡ଼ିଆ ନ୍ୟୁଜ): ବିନ୍ଦୁ ସାହିତ୍ୟ ସମାଜ ଆନୁକୂଲ୍ୟରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦ୍‌ଘାଟନ କରି ଆଜିର କବିମାନେ ଦେଶ ଓ ଜାତିର ଉନ୍ନତି ପାଇଁ ସେମାନଙ୍କ ଲେଖନୀ ଚାଳନା କରିବାକୁ ଆହ୍ୱାନ…
Read More...