banner
Breaking

ଭୁବନେଶ୍ୱରରୁ ଆଜି ୪୧୩ ଆକ୍ରାନ୍ତ ଚିହ୍ନଟ ଏବଂ ୪୨୯ ସୁସ୍ଥ।

ଭୁବନେଶ୍ୱର,୧୧।୯(ଓଡ଼ିଆ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୨ ଜଣ ଚିହ୍ନଟ ହୋଇଥିବାବେଳେ ୩୦୧ ଲୋକାଲ କଣ୍ଟାକ୍ଟ କେସ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
Read More...

ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ କ°ଗ୍ରେସର ପାର୍ଥୀ ଘୋଷଣା।

ଭୋପାଳ,୧୧।୯: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ ପାଇଁ କଂଗ୍ରେସ ୧୫ ଆସନ ଲାଗି ଶୁକ୍ର୍ରବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ନିର୍ବାଚନ କମିଶନ ପକ୍ଷରୁ ଏପର୍ଯ୍ୟନ୍ତ ଉପନିର୍ବାଚନର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କଂଗ୍ରେସ କିନ୍ତୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି…
Read More...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡିର ବୈଠକ।

ଜଗତସିଂହପୁର,୧୧/୯(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାରେ ବାଜିଲା ଉପନିର୍ବାଚନ ବିଗୁଲ। ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆରମ୍ଭ କରିଛି ତାର ରଣ କୌଶଳ।ଆଜି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଠାରେ ବିଜୁ ଜନତା ଦଳର ଏକ ଗୁରୁତ୍ବପୂର୍ଣ୍ଣ କର୍ମୀ ବୈଠକ ଅନୁଷ୍ଠିତ…
Read More...

ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର।

ନ୍ୟୁୟର୍କ : ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନରୱେର ସଂସଦ ପକ୍ଷରୁ ମନୋନୀତ କରାଯାଇଛି। ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତିରେ ଟ୍ରମ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପଦବୀ ପାଇଁ ତାଙ୍କୁ ମନୋନୀତ…
Read More...

ଋଣ ଅବଧି ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ମାନ୍ୟବର ସୁପ୍ରିମକୋର୍ଟ।

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ ଋଣ ପରିଶୋଧ ସ୍ଥଗନ ବା ମୋରାଟୋରିୟମ ଅବଧିକୁ ଚଳିତମାସ ୨୮ ଯାଏ ବୃଦ୍ଧି କରିଛନ୍ତି । ଋଣ ସୁଧ ଉପରେ ସୁଧ ଲାଗୁ ନ କରି ଏବଂ ଋଣକର୍ତ୍ତାଙ୍କ କ୍ରେଡିଟ୍‌ ରେଟିଂରେ କୌଣସି ପ୍ରକାର ହ୍ରାସ ନ ଘଟାଇବାକୁ ସୁପ୍ରିମକୋର୍ଟ ଏହି ଅବସରରେ…
Read More...

ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କରୋନା।

ଭୁବନେଶ୍ୱର,୧୧।୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି କ୍ରମରେ ଆଜି କୌଣସି ଲକ୍ଷଣ ନଥାଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।…
Read More...

ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୧।୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପ୍ରବଳ ବର୍ଷା ହେବାଦ୍ବାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ନିଜେ ବନ୍ୟା ଅଞ୍ଚଳ ପରିଦର୍ଶନ କରି ତୁରନ୍ତ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ…
Read More...

ରାଜ୍ୟରେ ଆଜି ପୁଣି ୩୯୯୬ ପଜିଟିଭ ଚିହ୍ନଟ ଓ ୧୪ ମୃତ।

ଭୁବନେଶ୍ୱର,୧୧/୯(ଓଡ଼ିଆ ନ୍ୟୁଜ)ରାଜ୍ୟରେ ଦିନକୁ ଦିନ ରେକର୍ଡ଼ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଜି ପୁଣି ସର୍ବାଧିକ ୩୯୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୫୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୩୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
Read More...

ଆରମ୍ଭ ହେଲା ଶାରଦୀୟ ପୂଜା। ପୀଠରେ ପୂଜା ପାଇଲେ ମା।

ବାଙ୍କୀ,୧୧/୯(ଓଡ଼ିଆ ନ୍ୟୁଜ): ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠରେ ଗତକାଲି ଆଶ୍ୱୀନ କୃଷ୍ଣ ମୂଳା ଷ୍ଟମୀ ଗୁରୁବାର ପ୍ରଭାତରୁ ଶାରଦୀୟ ଦୂର୍ଗାପୂଜା ଶୋଡଷ ଉପଚାରରେ ଆରମ୍ଭ ହୋଇଛି। ପ୍ରତିବର୍ଷ ଏହି ପୂଜା ୧୬ ଦିନ ହେଉଥିବା ବେଳେ ଚଳିତ ବର୍ଷ ମଳମାସ ଯୋଗୁ ୪୪ ଦିନ ହେବ…
Read More...

ଭୁବନେଶ୍ୱର କରୋନା ମୁକାବିଲା ପାଇଁ ନୂଆ ପଦକ୍ଷେପ।

ଭୁବନେଶ୍ୱର,୧୧/୯(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ କରୋନା ଉପରେ ନିୟନ୍ତ୍ରଣ ଆସିପାରୁ ନାହିଁ। ସଂକ୍ରମଣକୁ ରୋକିବା ଦିଗରେ ସରକାର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ କହୁଛନ୍ତି, ନିୟମ ପାଳନ ପାଇଁ ନିବେଦନ କରୁଛନ୍ତି; କିନ୍ତୁ ସମସ୍ତଙ୍କ ଉପରେ ତାହାର ପ୍ରଭାବ…
Read More...