banner
Breaking

ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର।

0

ନ୍ୟୁୟର୍କ : ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନରୱେର ସଂସଦ ପକ୍ଷରୁ ମନୋନୀତ କରାଯାଇଛି। ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତିରେ ଟ୍ରମ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପଦବୀ ପାଇଁ ତାଙ୍କୁ ମନୋନୀତ କରାଯାଇଛି।
ପ୍ରକାଶ ଯେ, ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏପରି ସମୟରେ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହେବା ପରେ ତାଙ୍କୁ ନିର୍ବାଚନରେ ଫାଇଦା ମିଳିପାରେ। ଏହାପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୨୦୦୯ ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.