banner
Breaking

ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସା°ସଦ ରମେଶ ମାଝୀଙ୍କୁ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ତାନାନ୍ତର।

ଜୟପୁର,୧୨।୯(ଓଡ଼ିଆ ନ୍ୟୁଜ): ରାଜ୍ୟ ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇବା ଯୋଗୁ ତାଙ୍କୁ ଶନିବାର ପୂର୍ବାହ୍ନରେ ଜୟପୁର କୋଭିଡ୍‌ ଚିକିତ୍ସାଳୟରୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।ତାଙ୍କ ସ୍ବାମୀ ପୋଲିସ କର୍ମଚାରୀ…
Read More...

ମୁମ୍ବାଇରୁ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ ଗିରଫ।

ମୁମ୍ବାଇ,୧୨।୯(ବ୍ୟୁରୋ):ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଶନିବାର ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)। ସେ ହେଲେ କରନଜିତ। ତାଙ୍କୁ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ ଏନସିବିର…
Read More...

ଭୁବନେଶ୍ୱରରୁ ଆଜି ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର,୧୨।୯(ଓଡ଼ିଆ ନ୍ୟୁଜ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୮୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୮୨ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୯୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୬୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ…
Read More...

ଏଣିକି ବଜାରରେ ମିଳିବ କରୋନା ଔଷଧ।

ନୂଆଦିଲ୍ଲୀ,୧୨/୯(ଓଡ଼ିଆ ନ୍ୟୁଜ): ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ଥିଲେ କିଣି ହେବ କରୋନା ଔଷଧ। କେତେକ ସର୍ତ୍ତ ସହ ଫେଭିପିରାଭିର୍‌ ଟାବ୍‌ଲେଟ୍‌କୁ ବିକ୍ରି ପାଇଁ ଡିସିଜିଆଇ…
Read More...

ଆଉ ଶୁଭିବନି ଖୁମ୍ପି ଦେଲୁ ସ°ଳାପ। ଚାଲିଗଲେ ଭିକୁ ସେଟ୍।

ଭୁବନେଶ୍ୱର, ୧୨ା୯(ଓଡ଼ିଆ ନ୍ୟୁଜ): ଏଇ ମୀନା--- ଧେତ୍ ଖୁମ୍ପି ଦେଲୁ ଭଲ କଲୁ,ତୋର ଏଇ ଖୁମ୍ପାଟା ମୋ ମନର ଲେନ୍ସ ଭିତରେ ଗାର ହୋଇ ରହିଗଲା ! ଏ ସ°ଳାପ ଟି ଓଡ଼ିଶାର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ଟୋକା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ କଣ୍ଠରେ ଶୁଣିବାକୁ ମିଳୁଥିଲା। ଯେତେବେଳେ…
Read More...

ରାଜ୍ୟରେ ଆଜି ପୁଣି ୩୭୭୭ ପଜିଟିଭ ଚିହ୍ନଟ ଓ ୧୧ ମୃତ।

ଭୁବନେଶ୍ୱର,୧୨/୯(ଓଡ଼ିଆ ନ୍ୟୁଜ) ରାଜ୍ୟରେ ଆଜି ପୁଣି ୩୭୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୯୧ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫୮୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪କୁ ବୃଦ୍ଧି ପାଇଛି।…
Read More...

ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ।

ନୂଆଦିଲ୍ଲୀ,୧୨/୯(ବ୍ୟୁରୋ): ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ମେନ୍‌ ୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ୨୪ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ନମ୍ବର ରଖିଛନ୍ତି। ୨୪ଜଣ ଟପ୍ପରଙ୍କ ମଧ୍ୟରେ ତେଲଙ୍ଗାନାରୁ…
Read More...

କଟକ ମହାନଦୀ ପଠାରେ ଅଟକି ରହିଛନ୍ତି ହାତୀପଲ।

କଟକ,୧୨/୯(ବ୍ୟୁରୋ): କଟକ ଜିଲା ଆଠଗଡ଼ ଅନ୍ତର୍ଗତ ମହାନଦୀ ମଝି ପଠାରେ ହାତୀପଲ ଫସିରହିଛନ୍ତି ବୋଲି ଶନିବାର ଜଣାପଡ଼ିଛି। ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ପ୍ରାୟ ୧୮ ରୁ ୨୦ଟି ହାତୀ ଫସି ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଜଙ୍ଗଲରୁ ଫେରୁଥିବା ବେଳେ ଫସି ରହିଛନ୍ତି ବୋଲି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜିର ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଯେ କୌଣସି ପରିସ୍ଥିତି ହେଲେ ମଧ୍ୟ ନିକଟସ୍ଥ ବ୍ୟକ୍ତିମାନଙ୍କୁ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। କିନ୍ତୁ କ୍ରୟ,ବିକ୍ରୟ କ୍ଷେତ୍ରରେ ସାବଧାନ ରୁହନ୍ତୁ ନଚେତ୍‌ ଠକାମିରେ ପଡିପାରନ୍ତି।…
Read More...

ରିୟାଙ୍କ ଜାମିନ ଆବେଦନ ଖାରଜ।

ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକଶନକୁ ନେଇ ଫସି ଯାଇଛନ୍ତି ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତି । ଶୁକବ୍ରାର ରିଆ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କ ସମେତ ୬ ଜଣଙ୍କ ଜାମିନ ଆବେଦନ ମୁମ୍ବାଇ ସ୍ପେଶାଲ କୋର୍ଟଙ୍କ ଦ୍ୱାରା ଖାରଜ ହେବା ପରେ ରିଆ…
Read More...