banner
Breaking

ଭୂକମ୍ପ ପୂର୍ବରୁ ସୂଚନା ଦେବ ମୋବାଇଲ।

ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ ପୂର୍ବାନୁମାନ କରିବା ସହଜ ନୁହେଁ। ଅବଶ୍ୟ କେଉଁ ଅଞ୍ଚଳରେ ଭୂମିକମ୍ପ ହେବ ତାହା ଏବେ ଆକଳନ କରାଯାଇ ପାରୁଛି। ହେଲେ ଏହା ସଂଘଟିତ ହେବାର ଠିକ ସମୟ ସମ୍ପର୍କରେ ସୂଚନା ଦେବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ଫଳରେ ଅନେକ ସମୟରେ…
Read More...

ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହେଲା ହକି ଗାଙ୍ଗପୁର।

ସୁନ୍ଦରଗଡ,୧୪/୯(ଓଡ଼ିଆ ନ୍ୟୁଜ):ଓଡ଼ିଶାର ନାମିଦାମୀ ହକି ଅଲମ୍ପିୟାଡ଼ ଓ ଆନ୍ତର୍ଜାତିୟ ଖେଳାଳୀଙ୍କୁ ନେଇ ୨୦୧୩ ମସିହାରେ ଗଠିତ ହୋଇଥିଲା ହକି ଗାଙ୍ଗପୁର ମୁଖ୍ୟ ଉଦେଶ୍ୟ ଥିଲା ହକିର ବିକାଶ ଓ ଅଧିକରୁ ଅଧିକ ହକି ଖେଳାଳୀ କିପରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହକି ଖେଳିପାରିବେ।ପ୍ରଥମେ…
Read More...

କରୋନା ଯୁଦ୍ଧରେ ହାରିଗଲେ ମହାଯୋଦ୍ଧା।

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ): କରୋନା ଯୁଦ୍ଧରେ ଆଜି ହାରିଗଲେ ମୋହାଯୋଦ୍ଧା। ଭୁବନେଶ୍ୱରର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଶିଶିର କୁମାର ସେଠୀ କରୋନା ଯୁଦ୍ଧରେ ହାରିଯାଇଛନ୍ତି। କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ଶିଶିର । ସେ ଜଣେ ଭଲ ଅଫିସର ଥିଲେ। ସଦାସର୍ବଦା ନିଜ…
Read More...

ରାଜ୍ୟରେ ଆଜି ପୁଣି ୪୧୯୮ ପଜିଟିଭ ଚିହ୍ନଟ ଓ ୧୧ ମୃତ।

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ନୂଆ ୪୧୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ଜଣ ଚିହ୍ନଟ ହୋଇଥିଲାବେଳେ ୧୭୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫କୁ…
Read More...

ବନ୍ଧୁକ ଦେଖାଇ ଲୁଟପାଟ।

ବଲାଙ୍ଗୀର,୧୪/୯(ବ୍ୟୁରୋ):ବଲାଙ୍ଗୀର ସହରେ ରବିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ୪ ଜଣ ଦୁର୍ବୃତ୍ତ ଗ୍ରହାକ ସାଜି ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ , ଟଙ୍କା ଓ ମୋବାଇ ଲୁଟି ନେଇଛନ୍ତି।ସୂଚନା ଅନୁଯାୟୀ,  ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ସମୟ ପ୍ରାୟ ରାତି ୯ଟା ସମୟରେ ଦୋକାନ ବନ୍ଦ…
Read More...

ଆଜିଠାରୁ ମୌସୁମୀ ଅଧିବେଶନ।

ନୂଆଦିଲ୍ଲୀ,୧୪/୯(ଵ୍ୟୁରୋ): ଆଜିଠୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। କରୋନା କଟକଣା ମଧ୍ୟରେ ଭିନ୍ନ ରୂପରେ ବସୁଥିବା ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଧେୟକ ଆସିବ ବୋଲି ସୂଚନା…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ,ହରିବଂଶଙ୍କୁ ସମର୍ଥନ କରିବ ବିଜେଡି।

ନୂଆଦିଲ୍ଲୀ,୧୪ ।୯(ବ୍ୟୁରୋ): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ…
Read More...

ଧୂମପାନ,ମଦ୍ୟପାନ ଠାରୁ ଦୂରେଇ ରୁହ-ପ୍ରଧାନମନ୍ତ୍ରୀ । କଥାରେ ନୁହେଁ କାମରେ କରି ଦେଖାଅ-ପ୍ରହଲ୍ଲାଦ ସି°ହ

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ):ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂମପାନ, ମଦ୍ୟପାନ ନ କରିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ତଥା ଓଡ଼ିଶା ମଦମୁକ୍ତି ଅଭିଯାନର ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ ସ୍ୱାଗତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ପ୍ରତ୍ୟୁଷଯାତ୍ରା ଲାଭଦାୟକ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ । ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଦୀର୍ଘଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି…
Read More...

ସାମାଜିକ ସହଭାଗିତାରେ ସପିଙ୍ଗ ମଲ ବ୍ୟବସାୟୀ ଓ ଅଭ୍ୟାଗତଙ୍କୁ ବିଏମସି କଲା ସାମିଲ ।

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ): ବିଏମସିର ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ଏସପ୍ଲାନେଡ଼ ମଲ ଠାରେ ଆଜି ବିଏମସି ତରଫରୁ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜର ସମସ୍ତ ବର୍ଗର ଲୋକଙ୍କ ସହଭାଗିତାରେ କୋଭିଡ ବିରୁଦ୍ଧ ଯୁଦ୍ଧରେ ସାମିଲ କରାଇବା ପରିପ୍ରେକ୍ଷୀରେ ଏହି…
Read More...