ବିଧାନସଭାରେ ପାରିତ ହେଲା ପାଞ୍ଚଟି ବିଲ୍।
ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦ ମଙ୍ଗଳବାର ବହୁ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ପାରିତ ହୋଇଛି। ୪ ଦିନର ଆଲୋଚନା ପରେ ଗୃହରେ ଏହି ବିଲ୍ ପାରିତ ହୋଇଛି। ଭାଜପା ଓ କ°ଗ୍ରେସ ବିଧାୟକମାନେ ବାରମ୍ବାର ହଟ୍ଟଗୋଳ କରି ବିଲ୍କୁ ବିରୋଧ କରିଥିଲେ। ଏହି ବିଲ ପାରିତ…
Read More...
Read More...