ଆଜି ବିଲ୍ବବରଣ। ନିରାଡମ୍ବରେ ପୂଜା ପାଇବେ ମା।
ଭୁବନେଶ୍ବର: ଧରାବତରଣ କରିବେ ମା ଦୁର୍ଗତିନାସିନୀ। ଆଜି ମୃଣ୍ମୟୀ ଦେବୀଙ୍କୁ ବିଲ୍ବବରଣ କରାଯାଇ ଷଷ୍ଠୀପୂଜା ଆରମ୍ଭ ହେବ। ଏଥିପାଇଁ ସହରର ସମସ୍ତ ମୃଣ୍ମୟୀ ଦେବୀ ମଣ୍ଡପରେ ପ୍ରସ୍ତୁତି କାର୍ଯ୍ୟ ସରିଛି। କରୋନା କଟକଣା ମଧ୍ୟରେ ମା’ଙ୍କ ଘଟ ସ୍ଥାପନଠାରୁ ଆରମ୍ଭ କରାଯାଇ ମା’ଙ୍କୁ ଆରଧନା କରାଯିବ।…
Read More...
Read More...