banner
Breaking

ଖୋଲୁଛି ପ୍ରଦୀପ ପାଣିଗ୍ରାହୀଙ୍କ ଅର୍ଥନୈତିକ ଗୁମର।

ବ୍ରହ୍ମପୁର: ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଆର୍ଥିକ କାରବାରକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ଉନ୍ମୋଚନ ହେବାରେ ଲାଗିଛି। ବିଭିନ୍ନ ସନ୍ଦେହଜନକ ସୂତ୍ରରୁ ପ୍ରଦୀପଙ୍କ ଆକାଉଣ୍ଟରେ ଲକ୍ଷଲକ୍ଷ ଟଙ୍କା ଜମା ହେବା ଏବଂ ପରେ ସେହି…
Read More...

ପ୍ରଥମ ଟି ୨୦ ଜିତିଲା ଭାରତ।

କାନବେରା, ୪।୧୨- ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବା ଭାରତୀୟ ଦଳ ବିଜୟ ସହ ଟି୨୦ ସିରିଜ୍‌ ଆରମ୍ଭ କରିଛି। ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ…
Read More...

ରାଜ୍ୟରେ ଆଜି ୩୭୭ ପଜିଟିଭ ଚିହ୍ନଟ ଓ ୫ ମୃତ।

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୩୯୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।…
Read More...

ଭୋଟର ତାଲିକାରେ ନାମ ଜୋଡନ୍ଥୁ ଓ ସ°ଶୋଧନ କରନ୍ତୁ। ଡିସେମ୍ବର ୧୫ ଶେଷ ତାରିଖ।

ଭୁବନେଶ୍ଵର : ଭୋଟ୍‌ର ତାଲିକାରେ ନାଁ ଯୋଡିବା ଓ ଭୋଟ ପରିଚୟ ପତ୍ରରେ ଭୁଲ୍‌ଥିଲେ ଖୁବ୍‌ ଶିଘ୍ର କରିନିଅନ୍ତୁ ସଂଶୋଧନ। କାରଣ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଭୋଟର ତାଲିକାରେ ନାଁ ଯୋଡିବା, ବାଦ ଦେବା ଓ ସଂଶୋଧନ ପକ୍ରିୟା ଆସନ୍ତା ଡିସେମ୍ବର ୧୫ ତାରିଖରେ ଶେଷ ହେବ ଏବଂ ଜାନୁଆରୀ ୧୫…
Read More...

ଆଉ କିଛି ସପ୍ତାହ ପରେ ଆସିବ କରୋନା ଟୀକା : ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : କରେନା ଟିକା ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟିକା ପାଇବାକୁ ଆମକୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଉ କିଛି ସପ୍ତାହ ମଧ୍ୟରେ ଆସି ଯିବ କରୋନା ଟିକା। ଥରେ ଟିକା ପ୍ରସ୍ତୁତ ହୋଇଯିବା ପରେ ଏହାକୁ…
Read More...

ଅଫଲାଇନରେ ହେବ ମାଟ୍ରିକ ଓ +୨ ପରୀକ୍ଷା ।

ଭୁବନେଶ୍ବର,୩/୧୨(ବ୍ୟୁରୋ) ମହାମାରୀ କରୋନା ପାଇଁ ପାଠପଢା ଅନ୍‌ଲାଇନରେ ହେଉଥିବା ବେଳେ ପରୀକ୍ଷା କିପରି ହେବ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ବନ୍ଦ ଦେଖାଦେଇଥିଲା। କରୋନା ପାଇଁ ସ୍କୁଲ କଲେଜ ବନ୍ଦ । ପାଢ ପଢା ଅନଲାଇନରେ ହେଉଛି । ତେବେ ଆଗାମୀ ମାଟ୍ରିକ ଓ +୨ ପରୀକ୍ଷା ଅନଲାଇନ କି…
Read More...

ରାଜ୍ୟରେ ଆଜି ୪୩୪ ପଜିଟିଭ ଚିହ୍ନଟ ଓ ୫ ମୃତ।

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟରେ ଆଜି ପୁଣି ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୮୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ…
Read More...

ଭାରତରେ ଜାନୁଆରୀ ସୁଦ୍ଧା ମିଳିବ କରୋନା ଟୀକା।

ନୂଆଦିଲ୍ଲୀ,୩।୧୨: ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି। ଜାନୁୟାରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସ୍‌ର ନିର୍ଦ୍ଦେଶକ ଡ.ରଣଦୀପ୍‌ ଗୁଲେରିଆ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶରେ କରୋନା ଟିକାର ଅନ୍ତିମ ପର୍ଯ୍ୟାୟ…
Read More...

ଡିସେମ୍ବର ୨୧ ରୁ କରୋନା ଟୀକା।

ନୂଆଦିଲ୍ଲୀ: ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ମଡେର୍ଣ୍ଣା ଦ୍ବାରା ପ୍ରସ୍ତୁତ କରୋନା ଟିକା ୯୪.୧% ସଫଳ ରହିଛି। ​‌​‌ସୋମବାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଫଳ ଆଧାରରେ ଟିକାର ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ମଡେର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ତାଲ ଜାକ୍ସ କହିଛନ୍ତି…
Read More...

ଟୀକାକରଣକୁ ଜନ-ଅଭିଯାନ ରୂପ ଦେବାପାଇଁ ଓଡିଶା ପ୍ରସ୍ତୁତ।

ଭୁବନେଶ୍ୱର, ୧।୧୨(ବ୍ୟୁରୋ): ଓଡିଶାରେ କରୋନା ଆକ୍ରାନ୍ତଙ୍କ କମିବାରେ ଲାଗିଛି। ତଥାପି ଦିଲ୍ଲୀ ଭଳି ତୃତୀୟ ଲହରର ଭୟକୁ ଏଡାଇ ଦିଆନଯାଇପାରେ। ତେଣୁ ଏକମାତ୍ର ଭରଷା କରୋନା ଟିକା। କରୋନା ବା କୋଭିଡ୍‌ ଟିକାକୁ ନେଇ ଦିନକୁ ଦିନ ଆଶା ଦୃଢ଼ୀଭୂତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ…
Read More...