banner
Breaking

ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ମହାନ୍ତି।

ନୂଆଦିଲ୍ଲୀ,୧।୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି। ସିଦ୍ଧାର୍ଥଙ୍କ ନିଯୁକ୍ତି ନେଇ ଭାରତ ସରକାର ଗତ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେ ଏହା ପୂର୍ବରୁ ଏଲ୍‌ଆଇସି…
Read More...

ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ସତ୍ୟଜିତ ମହାନ୍ତି।

ଭୁବନେଶ୍ୱର,୧ା୨(ବ୍ୟୁରୋ): ୧୯୮୮ ବ୍ୟାଚ ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସତ୍ୟଜିତ ଏବେ ଅଗ୍ନିଶମ, ହୋମଗାର୍ଡ ଡିଜି ଭାବେ…
Read More...

ପେପରଲେସ ବଜେଟରେ କଣ ଶସ୍ତା କଣ ମହଙ୍ଗା ଜାଣନ୍ତୁ।

ନୂଆଦିଲ୍ଲୀ : ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟକୁ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଉପସ୍ଥାପନା କରିଛନ୍ତି। ପ୍ରଥମଥର ପାଇଁ ୨୦୨୧-୨୨ ବଜେଟ ପେପରଲେସ ଭାବେ ଉପସ୍ଥାପନ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷ ବଜେଟରେ କ’ଣ…
Read More...

୮ ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ।

ଭୁବନେଶ୍ବର,୧/୨(ଓଡ଼ିଆ ନ୍ୟୁଜ): ଫେବୃଆରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୮ରୁ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ। ସୋମବାରରୁ ଶନିବାର ସକାଳ ସାଢେ ୮ଟାରୁ ପୂର୍ବାହ୍ନ ସାଢେ ୧୦ଟା ପର୍ଯ୍ୟନ୍ତ କ୍ଲାସ ହେବ। ରବିବାର ପୂର୍ବଭଳି ଛୁଟି…
Read More...

ଭାରତରେ ଏପ୍ରିଲ ୧୧ ରୁ ଆଇପିଏଲ ଆରମ୍ଭ।

ମୁମ୍ବାଇ,୧/୨(ବ୍ୟୁରୋ): ଏଥର ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ଭାରତରେ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ଯୋଜନା ପ୍ରସ୍ତୁତ କରିଛି। ଆଇପିଏଲ୍‌ ପାଇଁ ବୋର୍ଡ ମୁମ୍ବାଇ ଓ ପୁଣେ ସହର ମଧ୍ୟରେ ୫ଟି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପ୍ରତ୍ୟେକ କାର୍ଯ୍ୟର ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇଲେ ମଧ୍ୟ ସମାଲୋଚନା ଶୁଣିବାକୁ ମିଳିବ । ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ । ବନ୍ଧୁମିଳନ, ଦୂରଯାତ୍ରା, ଶୁଭକାର୍ଯ୍ୟରେ…
Read More...

୧୦ ରାଜ୍ୟରେ ବାର୍ଡଫ୍ଲୁ।

ନୂଆଦିଲ୍ଲୀ, ୩୧।୧: ଦେଶର ୧୦ ରାଜ୍ୟରେ ବାର୍ଡ ଫ୍ଲୁ ଜାରି ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ୧୩ ରାଜ୍ୟରେ କାଉ, ପ୍ରବାସୀ ଏବଂ ଜଙ୍ଗଲୀ ପକ୍ଷୀଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏସବୁ ରାଜ୍ୟରେ ସଂକ୍ରମଣ ଆରମ୍ଭ ହୋଇଥିବା ସୂଚନା ମିଳିଛି। କେରଳ,…
Read More...

ଘରକୁ ଫେରିଲେ ଗାଙ୍ଗୁଲି।

କୋଲକାତା,୩୧।୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପଟେନ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ସେ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଙ୍କ ମତରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍‌ ଅଛି। ଗାଙ୍ଗୁଲି…
Read More...

୧୦ରୁ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖୋଲିବ ସିନେମା ହଲ୍।

ନୂଆଦିଲ୍ଲୀ, ୩୧।୧: ସିନେମା ହଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସରକାର ସିନେମା ହଲ ଉପରେ ଜାରି ହୋଇଥିବା କଟକଣା ଉଠାଇ ନେଇଛନ୍ତି। ଏବେ ଫେବୃୟାରୀ ୧ଠାରୁ ସିନେମା ହଲ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ଅର୍ଥାତ୍‌ ହଲରେ ରହିଥିବା ସିଟ୍‌ ସଂଖ୍ୟକ…
Read More...

୩୦୧ ଇନ୍ସପେକ୍ଟରଙ୍କ ପଦୋନ୍ନତି।

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଓଡ଼ିଶା ପୋଲିସ ଇନ୍ସପେକ୍ଟର ର଼୍ୟାଙ୍କ୍‌ରେ ବଡ଼ଧରଣର ପଦୋନ୍ନତି କରାଯାଇଛି। ବିଭିନ୍ନ ଥାନାରେ କାର୍ଯ୍ୟରତ ୩୦୧ ଇନ୍ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ଶନିବାର କଟକସ୍ଥିତ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…
Read More...