banner
Breaking

ପିଲାଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ୱର,୩/୧(ଓଡ଼ିଆ ନ୍ୟୁଜ) ଆଜିଠାରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ନିମନ୍ତେ କୋଭିଡ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ୯୩୯ଟି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯାଉଥିବା ଜଣାଯାଇଛି। ପ୍ରଥମ ଡୋଜ୍ ଟିକା ନେବାର ୧୮ରୁ ୪୦…
Read More...

ବଢୁଛି କରୋନା, ଆଜି ୪୨୪ ଜଣ ଚିହ୍ନଟ

ଭୁବନେଶ୍ୱର,୩/୧(ବ୍ୟୁରୋ):ଆଜି  ରାଜ୍ୟରେ ୪୨୪ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୪୬ ଓ ସ୍ଥାନୀୟ ସଂକ୍ରମିତ ୧୭୮ ଜଣ ଅଛନ୍ତି । ସେଥିରୁ ୧୮ ବର୍ଷରୁ କମ୍‍ ବୟସର ୪୭ ଜଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୨୯, ବରଗଡ ୫, ଭଦ୍ରକ…
Read More...

ଆଜିଠାରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ

ଜୋହାନସବର୍ଗ,୩/୧(ବ୍ୟୁରୋ) : ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଚଳିତ ଟେଷ୍ଟ ସିରିଜ୍‌ର ଦ୍ବିତୀୟ ଟେଷ୍ଟ ମ୍ୟାଚ ସୋମବାରଠାରୁ ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମ ଖେଳାଯିବ। ନୂତନ ବର୍ଷରେ ଏହା ଭାରତର ପ୍ରଥମ ଟେଷ୍ଟ ମ୍ୟାଚ ହେବ। ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ସେଞ୍ଚୁରିଅନରେ ଖେଳା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣଙ୍କୁ ଆଶାନୁଯାୟୀ ଅର୍ଥଲାଭ,ବ୍ୟବସାୟିକ ସଫଳତା ମିଳିବ। ପରିବହନରେ ସମସ୍ୟା ସମାଧାନ ଓ କଚେରି ମାମଲାରେ ବିଜୟୀ ହେବା ନିଶ୍ଚିତ। ବନ୍ଧୁଙ୍କ ସୁପରାମର୍ଶ ଅନୁଯାୟୀ କାମ କଲେ ଉଚ୍ଚ ପ୍ରଶଂସିତ ହେବେ। ପାଖ ପଡ଼ୋଶୀ କିମ୍ବା ନିଜର ଆତ୍ମୀୟଙ୍କ ଅସହଯୋଗରୁ କାମଗୁଡ଼ିକ ଅଧାରେ ଅଟକି…
Read More...

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର,୨/୧(ବ୍ୟୁରୋ): ନୂଆବର୍ଷ ଅବସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟରେ କରୋନାର ନୂତନ ପ୍ରକରଣ ଓମିକ୍ରନ ବୃଦ୍ଧି ପାଉଥିବାବେଳେ ସରକାର ସ୍ବାସ୍ଥ୍ୟ ସଚିବ ପଦରେ ପରିବର୍ତ୍ତନ ଆଣିଛନ୍ତି। ଆଇଏଏସ ରାଜକୁମାର ଶର୍ମାଙ୍କୁ ସ୍ବାସ୍ଥ୍ୟ ଓ…
Read More...

ସ୍କୁଲରେ ଟିକା ନେବେ ପିଲା, ୮ରୁ ଦଶମ ଓ ଦ୍ବାଦଶ ପିଲାଙ୍କୁ ଟିକା

ଭୁବନେଶ୍ୱର : ଆଜି ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍‌ ଟିକା ଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…
Read More...

୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ତଥ୍ୟ ମିଳିଲା

ଭୁବନେଶ୍ବର,୨/୧(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଆକ୍ରାନ୍ତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ କେନ୍ଦୁଝର ଜିଲାରୁ ସର୍ବାଧିକ ୭, ଖୋର୍ଦ୍ଧା…
Read More...

ନୂଆବର୍ଷରେ ଚାଷୀଙ୍କୁ ଖୁସି କଲେ ମୋଦି

ନୂଆଦିଲ୍ଲୀ, ୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ପ୍ରଥମ ଦିନରେ ଦେଶର ୧୦.୦୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପିଏମ୍‌-କିଷାନ ଯୋଜନାରେ ୨୦,୯୦୦ କୋଟି ଟଙ୍କା ଆର୍ଥତ୍କ ସହାୟତା ପଠାଇଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ମୋଦି ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦଶମ…
Read More...

ବଢୁଛି ସ°କ୍ରମଣ, ଭୟଭୀତ ହୁଅନାହିଁ

ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି ସତ । କିନ୍ତୁ ଏହାକୁ ନେଇ କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି…
Read More...

ପିଲାଙ୍କ ସ୍କୁଲ ଖୋଲିବା ବନ୍ଦ ହେଲା

ଭୁବନେଶ୍ୱର,୨ା୧(ବ୍ୟୁରୋ): ଆସନ୍ତାକାଲିଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତିକୁ ସାମୟିକ ସ୍ଥଗିତ କରାଯାଇଥିବା ନେଇ ସୂଚନା ମିଳିଛି। ୨ ଦିନ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ଏହା ସାମୟିକ ବୋଲି ବିଦ୍ୟାଳୟ ଓ…
Read More...