banner
Breaking

ବଢୁଛି କରୋନା, ଆଜି ୪୨୪ ଜଣ ଚିହ୍ନଟ

0

ଭୁବନେଶ୍ୱର,୩/୧(ବ୍ୟୁରୋ):ଆଜି  ରାଜ୍ୟରେ ୪୨୪ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୪୬ ଓ ସ୍ଥାନୀୟ ସଂକ୍ରମିତ ୧୭୮ ଜଣ ଅଛନ୍ତି । ସେଥିରୁ ୧୮ ବର୍ଷରୁ କମ୍‍ ବୟସର ୪୭ ଜଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୨୯, ବରଗଡ ୫, ଭଦ୍ରକ ୧, ବଲାଙ୍ଗିର ୬, କଟକ ୬୬, ଦେବଗଡ ୪ ଓ ଢେଙ୍କାନାଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୩, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡା ୧୪, କଳାହାଣ୍ଡି ୨, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୧୫୧, କୋରାପୁଟ ୩, ମାଲକାନଗିରି ୨, ମୟୁରଭଞ୍ଜ ୪, ନବରଙ୍ଗପୁର ୫, ନୟାଗଡ ୫, ପୁରୀ ୧୨, ରାୟଗଡା ୨, ସମ୍ବଲପୁର ୨୨, ସୋନପୁର ୭ ଓ ଷ୍ଟେଟପୁଲରୁ ୩୧ ଜଣଙ୍କୁ ଚିହ୍ନଟ କରାଯାଇଛି ।
ରାଜ୍ୟରେ ମୋଟ ୨୫୭୦୧୦୭୪ ନମୁନା ପରୀକ୍ଷା କରାଯାଇଛି । ମୋଟ ୧୦୪୫୧୦୯ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୨୩୫୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।ଆଜି ଦିନକ ମଧ୍ୟରେ ୧୪୭ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.