banner
Breaking
Yearly Archives

2023

ଦିଲ୍ଲୀରେ ଭୟାନକ ଶୀତ

ନୂଆଦିଲ୍ଲୀ,୧୩।୧: ରାଜଧାନୀ ଦିଲ୍ଲୀରେ କିଛି ଦିନରୁ ଶୀତ ଲହରୀରୁ ଟିକେ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ପୁଣି ଥରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ପାଇଁ ଆଲର୍ଟ ଜାରି କରାଯାଇଛି। ଆସନ୍ତ ୪୮ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ପଶ୍ଚିମ ଓ ଉତ୍ତର ଭାରତରେ ଏହି ବର୍ଷର ସବୁଠାରୁ ଭୟଙ୍କର ଥଣ୍ଡା…
Read More...

୩୧ରୁ ସାଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୩।୧: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ । ଚଳିତ ବର୍ଷ ମୋଟ୍‌ ୨୭ଟି କାର୍ଯ୍ୟ ଦିବସ ରହିଛି। ଏନେଇ ଶୁକ୍ରବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ତେବେ ବଜେଟ ଅଧିବେଶର…
Read More...

ବିଶ୍ଵର ସର୍ବବୃହତ ରିଭର କ୍ରୁଜ ଉଦଘାଟନ କଲେ ମୋଦି

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀ-ଦିବ୍ରୁଗଡ ମଧ୍ୟରେ ଯାତ୍ରା କରୁଥିବା ବିଶ୍ୱର ସର୍ବବୃହତ ରିଭର କ୍ରୁଜ୍‌ ଏମଭି ଗଙ୍ଗା ବିଳାସକୁ ଶୁକ୍ରାବର ଭର୍ଚୁଆଲ ଭାବେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଏସ ସୋନୋୱାଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ…
Read More...

ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଉଦ୍‌ଯାପିତ

ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲ୍‌ଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଥିବା ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଆଜି ଶେଷ ହୋଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ…
Read More...

ସିରିଜ କବଜା କଲା ଭାରତ

କୋଲକାତା : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆକୁ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୨-୦ରେ ଆଗୁଆ ରହିଛି। ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ସଫଳତା ସହ ଲୋକେଶ ରାହୁଲଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪…
Read More...

ଏନଟିଏର ନାମ ଲେଖା ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ୱର : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏନ୍‌ଆଇଟି, ଆଇଆଇଆଇଟି ଏବଂ ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ଗାଇଡ୍‌ଲାଇନ ଆଣିଛି। ନୂଆ ନିୟମାନୁସାରେ, ଦ୍ବାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିଥିଲେ ନାମଲେଖା ପାଇଁ ଅନୁମତି ମିଳିବ। ଏହାଛଡ଼ା ଦ୍ବାଦଶ ପରୀକ୍ଷାରେ ଟପ୍‌ ୨୦ରେ…
Read More...

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ (ଓଡ଼ିଶା ପ୍ରଶାସନିକ ସେବା) ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୫ ଓଏଏସ୍‌ ଅଫିସରଙ୍କୁ ବଦଳି ସହ ଅନ୍ୟତ୍ର ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ, ଭିମସାର ବୁର୍ଲାର କୁଳସଚିବ (ପ୍ରଶାସନ) ସୁବ୍ରତ କୁମାର…
Read More...

ଆରଡିଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଡାନ

ଭୁବନେଶ୍ୱର,୧୧ା୧(ଓଡ଼ିଆ ନ୍ୟୁଜ): ଆରଡିଏମ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଉଡାନ କଳାରାହାଙ୍ଗ ସ୍ଥିତ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟାପକ ତଥା ଓଡିଆ ଚଳଚିତ୍ରର ବରିଷ୍ଠ ଅଭିନେତା ଓ ପ୍ରଯୋଜକ ପ୍ରଦୁମ୍ନ ଲେଙ୍କା ଯୋଗଦେଇ କହିଥିଲେ ପିଲା…
Read More...

ବିମାନରେ ଆସୁଛି କରୋନା

ନୂଆଦିଲ୍ଲୀ,୧୧।୧: ଅନେକ ଦେଶରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତରେ ବିମାନ ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷଣ କରାଯାଉଛି। ଫଳାଫଳସ୍ବରୂପ ଅଧିକାଂଶ ଯାତ୍ରୀଙ୍କ ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନର…
Read More...

ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳାର ଚତୁର୍ଥ ଦିବସ

ଭୁବନେଶ୍ୱର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଛି ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍‌ର ମେଳା । ଆଜି ଥିଲା ମେଳାର ଚତୁର୍ଥ ଦିବସ । ଗତ ୩ ଦିନ ଧରି ସଫଳତା ହାସଲ କରିଛି ଏହି ମେଳା ।…
Read More...