ଏସ ବି ଆଇ ଆକାଉଣ୍ଟଧାରୀଙ୍କର କଟିଯିବ ଆକାଉଣ୍ଟ
ଭୁବନେଶ୍ୱର,୧୭/୧ : ଗ୍ରାହକଙ୍କ ପାଇଁ ଏସବିଆଇର ସତର୍କ ବାଣୀ । ବ୍ୟାଙ୍କ ଆକାଉଣ୍ଟ ସହିତ ପାନ୍ ଓ ଆଧାର ଲିଂକ ବାଧ୍ୟତାମୂଳକ କଲା ଏସବିଆଇ । ଆକାଉଣ୍ଟ ସହ ପାନ୍ ଓ ଆଧାର ଲିଂକ ନକଲେ କଟିଯାଇପାରେ ଆକାଉଣ୍ଟ । ଏପରି ଏକ ସୂଚନା ଗ୍ରାହକଙ୍କୁ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଦେଶର…
Read More...
Read More...