banner
Breaking

ଭୁବନେଶ୍ୱର ହତ୍ୟା ଘଟଣାରେ ୨ ଅଭିଯୁକ୍ତ ଗିରଫ

0

ଭୁବନେଶ୍ୱର ,୧୬/୧ : ଭୁବନେଶ୍ୱର ପ୍ରେସଛକରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଅଭିଯୁକ୍ତ ହେଲେ ସତ୍ୟ ଓ କାହ୍ନା। ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରୁଛି । ଅଭିଯୁକ୍ତ ଜଣକ ଏକ ବାଇକ୍‍ ସୋ’ ରୁମରେ କାମ କରୁଥିଲେ । ଏବଂ ତାଙ୍କ ଘର ଭଦ୍ରକରେ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସାମାନ୍ୟ କମେଣ୍ଟ ମରାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ଗାଡ଼କଣାର ଚିଣ୍ଟୁ ପରିଡାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ ଅଭିଯୁକ୍ତ ମାନେ ।

Khansweb Solution Bhubaneswar

Leave A Reply

Your email address will not be published.