banner
Breaking
Yearly Archives

2022

ଆଜି ବିଭିନ୍ନ ସ୍ଥାନରେ ବର୍ଷା ହେବ

ଭୁବନେଶ୍ୱର,୪ା୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଝାରସୁଗୁଡ଼ା,…
Read More...

୭ ରୁ ବଡ ଓ ୧୪ ରୁ ସାନ ପିଲାଙ୍କ ସ୍କୁଲ ଖୋଲିବ

ଭୁବନେଶ୍ୱର,୩ା୨(ବ୍ୟୁରୋ): ସ୍କୁଲ ଖୋଲିବା ନେଇ ରାଜ୍ୟବାସୀ ଚିନ୍ତାରେ ଥିବା ବେଳେ ଆସନ୍ତା ୭ ତାରିଖରୁ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ଅଷ୍ଟମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ…
Read More...

ବିଶ୍ବକପ ଫାଇନାଲରେ ଭାରତ

ୱେଷ୍ଟଇଣ୍ଡିଜ୍‌ : ଚାରି ଥର ଚମ୍ପିଆନ୍ ତଥା ଗତଥରର ରନର୍ସଅପ୍ ଭାରତ ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଛି । ବୁଧବାର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରି ଭାରତ ଫାଇନାଲ ଖେଳିବା ଯୋଗ୍ୟତା ହାସଲ କରିଛି। ଅଧିନାୟକ ଯଶ ଧୁଲ୍‌ଙ୍କ…
Read More...

ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ବ୍ଲାକ ପଲସର ଆତଙ୍କ

ଖୋର୍ଦ୍ଧା ,୩/୨: ଖୋର୍ଦ୍ଧା-ନୟାଗଡ଼ ୫୭ନମ୍ବର ଜାତୀୟ ରାଜପଥରେ ବ୍ଲାକ୍‌ ପଲସର ଆତଙ୍କ। ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ ୪ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଦୁଇଜଣ କମ୍ପାନୀ କର୍ମଚାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ଫେରାର…
Read More...

ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଇ ପାରିବେ

ଭୁବନେଶ୍ୱର,୩ା୨(ବ୍ୟୁରୋ): ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଭାରତର ନିର୍ବାଚନ କମିଶନଙ୍କ ଭୋଟର ତାଲିକାକୁ ଆଧାର କରି ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଯେଉଁମାନଙ୍କର ନାମ ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟର ତାଲିକାରେ…
Read More...

ଓଡିଶା ରେଳ ଭିତ୍ତିଭୂମିର ବିକାଶ ପାଇଁ ୯୭୩୪ କୋଟି

ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ଉପସ୍ଥାପନ କରିଥିବା ବଜେଟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ୯,୭୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୮୯ କିଲୋମିଟର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର…
Read More...

ବାଜପୁର ପଞ୍ଚାୟତରେ ପ୍ରଚାର ଜୋରଦାର

ଖୋର୍ଦ୍ଧା,୨/୧(ଓଡ଼ିଆ ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଜପୁର ପଞ୍ଚାୟତରେ ଜୋର ଧରିଛି ନିର୍ବାଚନ ପ୍ରଚାର। ଏହି ପଞ୍ଚାୟତରେ ସର୍ବମୋଟ ୩ ଜଣ ପ୍ରାର୍ଥୀ ପ୍ରତାର ମଇଦାନକୁ ଓହ୍ଲାଇ ଥିଲାବେଳେ କେଦାରେଶ୍ବର ପୃଷ୍ଟିଙ୍କ ପ୍ରଚାରରେ ଆଦିବାସୀ ଲୋକଙ୍କ ସହ ରାଇରଙ୍ଗ ଗ୍ରାମ ସମ୍ପୂର୍ଣ୍ଣ ଜଡ଼ିତ…
Read More...

ସତର୍କ ରହିବାକୁ ହୁ ର ଚେତାବନୀ

ଜେନେଭା, ୨।୨ : ପୃଥିବୀରୁ ଏବେ ବି ଶେଷ ହୋଇନି ଓମିକ୍ରନ୍‌ ଆତଙ୍କ। ତେଣୁ କଟକଣା ହଟାଇବା ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଓମିକ୍ରନ ଲହରର ଶୀର୍ଷ ଏପର୍ଯ୍ୟନ୍ତ ବହୁ ଦେଶରେ ଆସିନାହିଁ। ତେଣୁ ସତର୍କତା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓର ଅଧିକାରୀ ମାରିଆ…
Read More...

ଖୋଲିଲା ଶ୍ରୀମନ୍ଦିର, ଆରମ୍ଭ ହେଲା ସର୍ବସାଧାରଣ ଦର୍ଶନ

ପୁରୀ ,୨।୨: କୋଭିଡ୍‌ କଟକଣା ଯୋଗୁ ୨୧ ଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ଲଭିଛନ୍ତି। ସକାଳ ୬ଟାରୁ ପଶ୍ଚିମଦ୍ୱାର ଦେଇ ପୁରୀ ସହରବାସୀ ଓ ସିଂହଦ୍ୱାର ଦେଇ ଅନ୍ୟ…
Read More...

ଅବାଧ, ସ୍ବଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବ ବ”ଶଲ

କଟକ , ୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବା ପାଇଁ ଡିଜିପି ସୁନୀଲ ବଂଶଲ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଅପରାହ୍ନରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଆୟୋଜିତ ଭିଡିଓ କନ୍‌ଫରେନ୍ସ ଜରିଆରେ ବଂଶଲ ତ୍ରିସ୍ତରୀୟ ପଞ୍ଚାୟତ…
Read More...