ବହି ପଢ଼ିବା ଏକ ଅନୁଶାସନ, ଏହା ଚିନ୍ତାଧାରା ଏବଂ ବୁଝାମଣାକୁ ବ୍ୟାପକ କରିଥାଏ : ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାମାନଙ୍କୁ ଭଲ ନାଗରିକ କରିବା ପାଇଁ ମୂଲ୍ୟବୋଧ ଶିକ୍ଷା ପ୍ରଦାନ ଉପରେ ମଙ୍ଗଳବାର ଗୁରୁତ୍ୱାରୋପ କରିଛନ୍ତି। ଆତ୍ମ ବିକାଶ ପାଇଁ ପଢ଼ିିବାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ବୁଝାମଣାରେ ଉନ୍ନତି…
Read More...
Read More...