banner
Breaking

ହକି ବିଶ୍ବକପ୍ ପାଇଁ ଜୋରଦାର ପ୍ରସ୍ତୁତି

0

ଭୁବନେଶ୍ବର : ଆସନ୍ତା ଜାନୁୟାରୀ ୧୩ରୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତେବେ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଟ୍ରାଫିକ୍‌ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ନେଇ ଜଣାପଡିଛି। ତେବେ ଟ୍ରାଫିକ୍‌ ପରିଚାଳନା ପାଇଁ ୫ ଜଣ ଡିଏସ୍‌ପିଙ୍କ ଅଧୀନରେ ୧୮ ଏସ୍‌ଆଇ, ୧୫ ଜଣ ଏଏସ୍‌ଆଇ ନିୟୋଜିତ ରହିବେ। ଏଥିସହ ୫ ଜଣ ଡିଏସ୍‌ପିଙ୍କୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯିବ। ବେଆଇନ ପାର୍କିଂ, ଟ୍ରାଫିକ୍‌ ସମସ୍ୟା ଯେପରି ନ ଉପୁଜିବ ସେନେଇ ବ୍ୟବସ୍ଥା କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.