banner
Breaking
Yearly Archives

2022

ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ଖୋଲିଲା ‘ଶୱର୍ମା ହଟ୍‌’

ଭୁବନେଶ୍ୱର : କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ‘ଶୱର୍ମା ହଟ୍‌’ ଫୁଡ଼୍ ଆଉଟ୍‌ଲେଟ୍ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଭୁବନେଶ୍ୱରକୁ…
Read More...

କାର ପଛ ସିଟରେ ବସି ବେଲ୍ଟ ନ ବାନ୍ଧିଲେ ଜରିମାନା

ନୂଆଦିଲ୍ଲୀ : କାର୍‌ ପଛ ସିଟ୍‌ରେ ବସୁଥିବା ଯାତ୍ରୀ ଯଦି ସିଟ୍‌ବେଲ୍ଟ ବ୍ୟବହାର ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଖୁବ୍‌ଶୀଘ୍ର ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଦୁର୍ଘଟଣାରେ…
Read More...

ଜଳବାୟୁ ପରିବର୍ତ୍ତନ ପଦକ୍ଷେପ ଉପରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓଡ଼ିଶାର ମିଳିତ ଆନୁକୂଲ୍ୟରେ “ଜଳବାୟୁ ପରିବର୍ତ୍ତନ ପଦକ୍ଷେପ- ନେଟ୍ ଜିରୋ ହାସଲ କରିବା ପାଇଁ ବିକଳ୍ପ ଶକ୍ତି ଏବଂ ଗତିଶୀଳତା ସମାଧାନ” ଉପରେ ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣ ଏକ ତାରକା…
Read More...

ଟାଟା ମୋଟର୍ସ ଭାରତର ଟ୍ରକ ଗୁଡିକୁ ଅଧିକ ସ୍ମାର୍ଟ, ନିରାପଦ ଏବଂ ଅଧିକ ଦକ୍ଷ କରିଛିି

ଭୁବନେଶ୍ୱର : ଭାରତର ସର୍ବବୃହତ ବାଣିଜ୍ୟିକ ଯାନ ନିର୍ମାତା ଟାଟା ମୋଟର୍ସ ଭାରତର ପ୍ରଥମ ଉଘଏ ଚାଳିତ ମଧ୍ୟମ ଏବଂ ଭାରି ବାଣିଜ୍ୟିକ ଯାନ ଟ୍ରକ ଲଂଚ ସହିତ ପୁଣି ଥରେ ନୂତନ ଟ୍ରାକିଙ୍ଗ ଇତିହାସ ସୃଷ୍ଟି କରିଛି; ଏକ ଅଭିନବ ପ୍ରସ୍ତୁତି, ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା, ଏବଂ ଡ୍ରାଇଭିଂ…
Read More...

ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶିତ

ଭୁବନେଶ୍ୱର, : ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ…
Read More...

ଦୁଇଦିନର ଜନ୍ମିତ ପୁଅକୁ ଛାଡି ଚାଲିଗଲେ ମା

ଭୁବନେଶ୍ୱର ; ଦୁଇ ଦିନ ତଳେ ମହାନ୍ତି ପରିବାରରେ ପୁତ୍ର ସନ୍ତାନ ଟିଏ ଜନ୍ମ ନେଇଥିଲା । ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାରୁ ମା ମନରେ କାହିଁ କେତେ ଆନନ୍ଦ କହିଲେ ନସରେ । ଅସ୍ତ୍ରୋପଚାର କଷ୍ଠକୁ ଭୂକ୍ଷେପ ନକରି ମା ତା ଟିକି ପୁଅକୁ କୋଳେଇ ଆଣି କହିଥିଲା ମୋ ଗେଲ୍ଲା,…
Read More...

ଗୁଜରାଟରେ କେଜରିୱାଲଙ୍କ ୫ ଗ୍ୟାରେଣ୍ଟି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ସଙ୍ଗଠନ ପ୍ରଚାର ଅଭିଯାନ ପାଇଁ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଗୁଜରାଟବାସୀଙ୍କ ପାଇଁ ନିର୍ବାଚନ ପୂର୍ବର ‘ଗ୍ୟାରେଣ୍ଟି’ ଘୋଷଣା କରିବେ…
Read More...

ନୂଆଖାଇ ପାଳିତ

ସମ୍ବଲପୁର,:ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାସମ୍ବଲପୁରନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍…
Read More...

ଡମଣାରେ ଖୋଲିଲା ଡଲନ ବୁଟିକ୍ ସେଣ୍ଟର ଓ ସୋରୁମ୍

ଭୁବନେଶ୍ୱର, ଡମଣା ଛକରେ ଡଲନ ବୁଟିକ୍ ସୋରୁମ୍ ଉଦଘାଟିତ ହୋଇଯାଇଛି। ଏହାକୁ ସମାଜସେବୀ ଶାନ୍ତିଲତା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସୋରୁମରେ କଷ୍ଟମାଇଜ୍ ଡିଜାଇନ୍ ସହିତ ଅନ୍ୟାନ୍ୟ ଡିଜାଇନ୍ ଉପଲବ୍ଧ ହେବ। କଲିକତାର ଅଭିଜ୍ଞ କାରିଗର ମାନଙ୍କ ଦ୍ବାରା ଉନ୍ନତ ମାନର…
Read More...

କବିର ଦୃଷ୍ଟି ଓ ସୃଷ୍ଟି ଐକେନ୍ଦ୍ରିୟଭୂତ ହେଲେ କବିତା ମନ ଛୁଆଁ ହୋଇପାରିବ

ଭୁବନେଶ୍ୱର, : କବିତାର ଶିର୍ଷକ, ପଂକ୍ତି,ଛାନ୍ଦ, ସ୍ୱର ଓ ଭାବାବେଗ ପାଠକଙ୍କ ମନକୁ ଛୁଇଁବା ସହିତ ପାଠକ ଚୟନ କରେ । ଅକ୍ଷର ହେଉଛି ଜୀବନ୍ତ ଦେବତା ଯାହା ପାଠକଙ୍କ ଆଗରେ ନିଜର ସ୍ୱରୂପ ଉନ୍ମୋଚନ କରେ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଗବତ ଗୀତା । ତେଣୁ କବିର ଦୃଷ୍ଟି ଓ ସୃଷ୍ଟି…
Read More...