banner
Breaking

ଟାଟା ମୋଟର୍ସ ଭାରତର ଟ୍ରକ ଗୁଡିକୁ ଅଧିକ ସ୍ମାର୍ଟ, ନିରାପଦ ଏବଂ ଅଧିକ ଦକ୍ଷ କରିଛିି

0

ଭୁବନେଶ୍ୱର : ଭାରତର ସର୍ବବୃହତ ବାଣିଜ୍ୟିକ ଯାନ ନିର୍ମାତା ଟାଟା ମୋଟର୍ସ ଭାରତର ପ୍ରଥମ ଉଘଏ ଚାଳିତ ମଧ୍ୟମ ଏବଂ ଭାରି ବାଣିଜ୍ୟିକ ଯାନ ଟ୍ରକ ଲଂଚ ସହିତ ପୁଣି ଥରେ ନୂତନ ଟ୍ରାକିଙ୍ଗ ଇତିହାସ ସୃଷ୍ଟି କରିଛି; ଏକ ଅଭିନବ ପ୍ରସ୍ତୁତି, ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା, ଏବଂ ଡ୍ରାଇଭିଂ ଆରାମକୁ ବଢାଇବା ପାଇଁ ପ୍ରାଇମା, ସିଗ୍ନା ଏବଂ ଅଲ୍ଟ୍‌ା ଟ୍ରକ’ର ସର୍ବାଧିକ ବିକ୍ରି ପରିସରକୁ ସମୃଦ୍ଧ କରିବା । ଉନ୍ନତ ବହୁ-ପ୍ରୟୋଗ ଆବଶ୍ୟକତା, ବିଶେଷ କରି ଦ୍ରୁତ ଗତିରେ ବଢୁଥିବା ଲଜିଷ୍ଟିକ୍ସ ଏବଂ ଭିତିଭୂମି କ୍ଷେତ୍ରର ସେବା ପାଇଁ ଉନ୍ନତ ହାଲୁକା ବାଣିଜ୍ୟିକ ଯାନ ଟିପର ଏବଂ ଟ୍ରକ ଗୁଡିକର ଏକ ନୂତନ ଶୃଙ୍ଖଳା ଆରମ୍ଭ କରାଯାଇଥିଲା ।
ଭାରତର ସର୍ବବୃହତ ବାଣିଜ୍ୟିକ ଯାନ ଉନ୍ମୋଚନ ଅବସରରେ କହିବାକୁ ଯାଇ ଟାଟା ମୋଟର୍ସର କାର୍ଯ୍ୟବାହୀ ନିର୍ଦ୍ଦେଶକ ଶ୍ରୀ ଗିରିଶ ୱାଘ କହିଲେ, “ଆମର ଟ୍ରକ ଭାରତକୁ ସଂଯୋଗ କରିଛି ଏବଂ ଦେଶର ଅର୍ଥନୀତିର ଇଞ୍ଜିନକୁ ଶକ୍ତି ପ୍ରଦାନ କରିଛି । ଉଦ୍ୟୋଗ ନେତା ଭାବରେ ଆମେ ନିରନ୍ତର ଭବିଷ୍ୟତ-ପ୍ରସ୍ତୁତ ଉତ୍ପାଦ, ସେବା ଏବଂ ସମାଧାନ ପ୍ରଦାନ କରି କାର୍ଯ୍ୟକାରିତା, ଉତ୍ପାଦକତା, ସଂଯୋଗୀକରଣ ଏବଂ କାର୍ଯ୍ୟଦକ୍ଷତାର ନୂତନ ପ୍ରତିମାନ ସୃଷ୍ଟି କରୁଛୁ । ଧକ୍କାହ୍ରାସ ପ୍ରଣାଳୀ, ଲେନ ଛାଡ ଚେତାବନୀ ପ୍ରଣାଳୀ, ଇଲେକ୍ଟ୍ରୋନିକ ସ୍ଥିରତା ନିୟନ୍ତ୍ରଣ, ଡ୍ରାଇଭର ଏଲର୍ଟ ଏବଂ ଟାୟାର ଚାପ ନିଘ୍ରାଣି ଯାଚନା କରୁଥିବା ଉନ୍ନତ ଡ୍ରାଇଭର ସହାୟତା ପ୍ରଣାଳୀ (ଇଊଇଝ)ଦ୍ୱାରା ଆଜି ଆମେ ଲଂଚ କରୁଥିବା ଟ୍ରକଗୁଡିକ ବର୍ଦ୍ଧମାନ ନିରାପଦ ପରିବହନର ଆବଶ୍ୟକତାକୁ ସମାଧାନ କରୁଛି । ବୈକଳ୍ପିକ ଇନ୍ଧନ ପାୱାର ଟ୍ରେନର ଏକ ସମୃଦ୍ଧ ଯାଚନା ସହିତ କ୍ଲିନର ଗତିଶୀଳତା ସମାଧାନ ମଧ୍ୟ ସେମାନେ ପ୍ରଦାନ କରିଥାନ୍ତିା ସ୍ୱତନ୍ତ୍ର ପ୍ରୟୋଗକୁ ପୂରଣ କରିବା ପାଇଁ ଏହି ଟ୍ରକ ଗୁଡିକର ପ୍ରତ୍ୟେକ ବିଭବ ଉଦ୍ଦେଶ୍ୟମୂଳକ ଭାବରେ ସମ୍ବର୍ଦ୍ଧ କରାଯାଇଛି । ଶ୍ରେଣୀ-ରେ-ସର୍ବତୋମ ଅପରେଟିଙ୍ଗ ଅର୍ଥନୀତି ଏବଂ ଉନ୍ନତ ସଂଯୋଗୀକରଣ ଦ୍ୱାରା ସର୍ବତୋମ ଆରାମ ପ୍ରଦାନ କରିବାକୁ ଡିଜାଇନ କରାଯାଇଥିବାଏହି ସ୍ମାର୍ଟ ଟ୍ରକ ସହିତ ଆମର ବାଣିଜ୍ୟିକ ଯାନଗୁଡିକର ଅମେଳ ପୋର୍ଟଫୋଲିଓକୁ ଆହୁରି ମଜବୁତ କରି ଆମେ ଆନନ୍ଦିତ । ଲଜିଷ୍ଟିକ ଶୃଙ୍ଖଳାକୁ ଅଧିକ ଦକ୍ଷ କରି ଆମର ଗ୍ରାହକ, ସେମାନଙ୍କର ଡ୍ରାଇଭର, ସିପର୍ସ ଏବଂ ଆମ ଦେଶକୁ ‘ପ୍ରଗତିବିତରଣ’ କରି ଆମେ ପରିବହନକୁ ପୁନଃ ପରିଭାଷିତ କରିବା ଜାରି ରଖିଛୁ ।”
ସମସ୍ତ ସେଗମେଂଟ ଏବଂ ପ୍ରୟୋଗରେ କାର୍ଗୋ ଏବଂ ନିର୍ମାଣ ପରିବହନର ଆବଶ୍ୟକତାକୁ ପୁରା କରିବା ପାଇଁ ଆଜି ଆରମ୍ଭ ହୋଇଥିବା ବିକଶିତ ଏବଂ ଅଭିନବ ଇଞ୍ଜିନିୟରିଂ ହୋଇଥିବା ଅତ୍ୟାଧୁନିକ ଟ୍ରକ ଉଚ୍ଚତର ଉତ୍ପାଦକତା ବିତରଣ କରିବା ଏବଂ ମାଲିକାନା ଡ୍ରାଇଭିଙ୍ଗ ଫ୍ଲିଟ ଲାଭଦାୟକତାର ମୋଟମୂଲ୍ୟ କମାଇବା ପାଇଁ ଲକ୍ଷ୍ୟ ରଖିଥିବା ଟାଟା ମୋଟର୍ସର ପ୍ରତିଷ୍ଠିତ‘ପାୱାର ଅଫ ୬’ ଲାଭ ପ୍ରସ୍ତାବକୁ ଆହୁରି ବଢାଇଥାଏ ।

Khansweb Solution Bhubaneswar

Leave A Reply

Your email address will not be published.