banner
Breaking
Yearly Archives

2022

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରୋଗୀଙ୍କୁ ଫଳ ବଣ୍ଟନ

ଭୁବନେଶ୍ୱର : ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ତଥା ଓଡିଶାର ଜନପ୍ରିୟ, ଦରଦି ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ୭୭ ତମ ଜନ୍ମ ଦିବସ ପାଳନ ଅବସରରେ ବିଜୁ ଜନତା ଦଳ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଚିକିତ୍ସାରତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି…
Read More...

ଅର୍ଚ୍ଚନା ଏକ୍କା ମେକପ୍ ଷ୍ଟୁଡିଓ ଓ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟ ଲ କଲେଜ ସମ୍ମୁଖ ସହିଦନଗର ଠାରେ ଅର୍ଚ୍ଚନା ଏକ୍କା ମେକପ୍ ଷ୍ଟୁଡିଓ ଓ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାଡେମୀ ଓ ମେକପ୍ ଷ୍ଟୁଡିଓର ମୁଖ୍ୟ ଅର୍ଚ୍ଚନା ଏକ୍କା ଉଦଘାଟନ କରିଛନ୍ତି । ଏହି ଏକାଡେମୀ…
Read More...

ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର – ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ନବ ନିଯୁକ୍ତ ହୋଇଥିବା କୁନ ବିହାରୀ ଦାସଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ତାଙ୍କ କାର୍ଯ୍ୟାଳୟ ଠାରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଧାୟକ ପ୍ରଶାନ୍ତ ମୁଦୁଲି, କର୍ପୋରେଟର ମିହିର କୁମାର ରାଉତ, ଅମରେଶ ଜେନା, ପ୍ରୀତିନନ୍ଦା…
Read More...

ଯୁବକ ମାନେ ସେବା ମନୋବୃତ୍ତି ରଖିଲେ ରଷ୍ଟ୍ରର ଉନ୍ନତି ଘଟିବ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଯୁବା ଉତ୍କର୍ଷ ୨୦୨୨…

ଭୁବନେଶ୍ୱର - ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ପ୍ରାନ୍ତୀୟ ଯୁବା ଉତ୍କର୍ଷ ଓଡିଶା-୨୦୨୨ ଭୁବନେଶ୍ୱରର ରଘୁନାଥପୁର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ଅବସରରେ ଅନୁଷ୍ଠିତ ଯୁବ ସୃଜେତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ସେଭେନ୍ ଇଲେଭେନ୍ କାଫେ ଓ ରେଷ୍ଟୁରାଣ୍ଟ ଉଦଘାଟିତ

ଭୁବନେଶ୍ୱର - ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ହରିଦାସପୁ୍ର, ନହରକଣ୍ଟାରେ ଏକ ଅତ୍ୟାଧୁନିକ କାଫେ କମ୍ ରେଷ୍ଟୁରାଣ୍ଟ "7ven 11ven" କୁ ଆଜି ଭୁବନେଶ୍ୱର ଉତ୍ତର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଛନ୍ତି। ସମ୍ମାନିତା ଅତିଥି ଭାବେ…
Read More...

ରାଜ୍ୟ ସ୍ତରରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ ୧୪ ବର୍ଷରୁ କମ କବାଡି ପ୍ରତିଯୋଗୀତା

ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଓଡିଶା ଭୁବନେଶ୍ୱର ରିଜନରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୪ ବର୍ଷରୁ କମ୍ ମହିଳା କବାଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ପ୍ରତ୍ୟେକ କେନ୍ଦରୀୟ ବିଦ୍ୟାଳୟର ଟିମ୍ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୨…
Read More...

ଓଡିଶାକୁ ୧୦ ସ୍ୱର୍ଣ୍ଣ,୪ ରୌପ୍ୟ ଓ ୬ କାଂଶ୍ୟ ପଦକ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଆନସିପ୍‌

ଭୁବନେଶ୍ୱର: ଟୋଙ୍ଗ-ଇଲ୍‌-ମୁଁ-ଡୁ ଫେଡେରେସନ୍ ପକ୍ଷରୁ ଅନୁଷ୍ଠିତ ଅଷ୍ଟମ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଆନ୍‌ସିପରେ ଓଡିଶା ୧୦ଟି ସ୍ୱର୍ଣ୍ଣ ୪ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ଜିତି ଦ୍ୱିତୀୟ ସ୍ଥାନ ହାସଲ କରିଛି । ମହାରଷ୍ଟ୍ରର ଇଷ୍ଟିମେଡ୍ ଡିଭାଇନ୍ ସ୍ପୋର୍ଟସ କମ୍ପେ୍ଲକ୍ସ,…
Read More...

କମ୍ରେଡ କ୍ଷେତ୍ରବାସୀ ପ୍ରଧାନଙ୍କ ପରଲୋକ

କେନ୍ଦ୍ରାପଡା : ବରିଷ୍ଠ ରାଜନେତା କମ୍ରେଡ କ୍ଷେତ୍ରବାସୀ ପ୍ରଧାନଙ୍କର ୭୮ ବର୍ଷ ବୟସରେ କଟକ ଏସସିବି ହସ୍ପିଟାଲରେ ପରଲୋକ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ଗ୍ରମ ପାୟତର ଚନ୍ଦନନଗର ନିବାସୀ ଶ୍ରୀଯୁକ୍ତ ପ୍ରଧାନ ଚାରିଦିନ ତଳେ ରାତିରେ ଖାଇପିଇ ସାରି ଶୋଇବାକୁ ଯିବା ସମୟରେ…
Read More...

ଡିଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଡଷ୍ଟ୍ରିକ୍ଟ ସେର ପୂଜା କମିଟି ପକ୍ଷରୁ ଭସାଣି ମହୋତ୍ସବ ଅବସରରେ ସ୍ୱାଗତ ସମ୍ବର୍ଦ୍ଧନା ମହୋତ୍ସବ ଦୁର୍ଗା ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଉର ଭୁବନେଶ୍ୱର ଭସାଣି ଉତ୍ସବରେ ଉର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଳରୁ ପ୍ରାୟ ୨୩ ଟି ମେଢ ଅଂଶଗ୍ରହଣ…
Read More...

ଉତ୍ତର ଭୁବନେଶ୍ୱରରେ ଭସାଣି ମହୋତ୍ସବ, ଭାଇଚାରାର ମନ୍ତ୍ରରେ ବିଦାୟ ନେଲେ “ମା”

ଭୁବନେଶ୍ୱର : ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଦୁଇବର୍ଷ କରୋନା ମହାମାରୀ କାରଣରୁ ନିରାଡମ୍ବରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମଣ୍ଡପରେ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା…
Read More...