୬ ରୁ ୧୨ ବର୍ଷ ପିଲାଙ୍କୁ ମିଳିବ ଟିକା
ନୂଆଦିଲ୍ଲୀ,୨୬।୪: ଦେଶରେ ଏବେ ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ଼ ଟିକା ମିଳିବ। ତେବେ ପିଲାଙ୍କୁ ଭାରତ ବାୟୋଟିକ୍ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ଟିକା ଦେବାକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି।…
Read More...
Read More...