banner
Breaking

ଗାଇଡଲାଇନ୍ ଆସିବା ପରେ ଶିଶୁଙ୍କୁ ଟିକା ଦିଆଯିବ

0

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଶିଶୁଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶୁକ୍ରବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟିକାକରଣ ଲାଗି ଡିସିଜିଏଲ୍‌ର ସୁପାରିସ ପରେ ସେ ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପାଖକୁ ନିର୍ଦ୍ଦେଶ ଆସିବ । ଗାଇଡଲାଇନ ଆସିବା ପରେ ଶିଶୁଙ୍କୁ ଟିକା ଦିଆଯିବ ।

Khansweb Solution Bhubaneswar

Leave A Reply

Your email address will not be published.