banner
Breaking
Monthly Archives

January 2022

ଟିକା ନେବାର ତିନି ଘଣ୍ଟା ପରେ ବୃଦ୍ଧାଙ୍କ ମୃତ୍ୟୁ

ନୟାଗଡ଼ ,୨୩।୧: କରୋନା ଟିକା ନେବାର ୩ଘଣ୍ଟା ପରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଗୋତିସାହି ପଞ୍ଚାୟତ ଗମ୍ଭାରିଡିହି ଗାଁର ମାଟିଆଣି ଦେଇ (୭୫)। ମାଟିଆଣି ଗୋତିସାହି ପଞ୍ଚାୟତ କାର୍ଯ୍ୟାଳୟରେ କରୋନାର ପ୍ରଥମ ଡୋଜ୍‌ ଟିକା ନେଇଥିେ। ଟିକାନେବା…
Read More...

ଆଜିଠାରୁ ପାଳିତ ହେବ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ, ୨୩ ।୧: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସକୁ ନେଇ କେନ୍ଦ୍ର ସରକାର ୨ଟି ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏବେ ସାଧାରଣତନ୍ତ୍ର ଦିବସ ସମାରୋହ ୨୪ ଜାନୁୟାରୀ ପରିବତ୍ତେ ୨୩ ଜାନୁୟାରୀରୁ ପାଳନ କରାଯିବ । ୨୩ ଜାନୁୟାରୀ ନେତାଜି ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତି । ଏହାସହ ଏହି…
Read More...

ଅଖିଳେଶ ଲଢିବେ ବିଧାନସଭା ନିର୍ବାଚନ

ଲକ୍ଷ୍ନୌ,୨୩।୧: ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୈନପୁରୀ ଜିଲାର କର୍‌ହାଲ ଆସନରୁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ। ଉକ୍ତ ଆସନରୁ ଅଖିଳେଶ ପ୍ରାର୍ଥୀ ହେବା ନେଇ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା। ରାଜ୍ୟ ସଭା…
Read More...

ସିଏମସି ପକ୍ଷରୁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି

କଟକ ,୨୩ା୧: ସହରରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଏବେ ବି ଅନେକ ଆକ୍ରାନ୍ତ ରହିଛନ୍ତି । କୋଭିଡ୍‌ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ସହାୟତା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ୬ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସେଗୁଡିକ ହେଲା ୧୮୦୦୩୪୫୮୨୮୯,…
Read More...

ରିଲାଏନ୍ସ ଆଣିଲା ଇଲୋକଟ୍ରୋନିକ୍ସ ଉପରେ ବଡ ଅଫର

ଭୁବନେଶ୍ୱର,୨୩|୧: ଚଳିତ ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଦେଶର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍ସ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ଡିଜିଟାଲ ଇଣ୍ଡିଆ ସେଲ୍‌ ଭାବେ ମଧ୍ୟ ପରିଚିତ। ରିଲାଏନ୍ସ ଡିଜିଟାଲ୍‌ ଷ୍ଟୋର, ମାଇଁ ଜିଓ ଷ୍ଟୋର…
Read More...

ଆଇପିଏଲ ନିଲାମରେ ଓଡ଼ିଶାର ୫ ଖେଳାଳି

ଭୁବନେଶ୍ୱର, ୨୩ା୧ ( ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି। ଏହି ଖେଳାଳିମାନେ ସୟଦ ମୁସ୍ତାକ ଅଲି ଓ ବିଜୟ ହଜାରେ…
Read More...

ବ୍ୟାଙ୍କ ଡକାୟତି ଘଟଣାରେ ୫ ଗିରଫ

ଜଗତ୍‌ସିଂହପୁର , ୨୩|୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରୁ ଗତ ୧୭ ତାରିଖରେ ୟୁନିଟ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜଗତ୍‌ସିଂହପୁର ଶାଖା ମହିଳା ଲୋନ ଅଫିସରଙ୍କଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଲୁଟ୍‌ କରାଯାଇଥିଲା। ଏନେଇ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଅଲିଆରା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣ ସମସ୍ୟା ସମାଧାନ ସକାଶେ ଚେଷ୍ଟା କଲେ ଉଦ୍ଦେଶ୍ୟ ପୂରଣ ହୋଇଯିବ। ବନ୍ଧୁଙ୍କ ସହଯୋଗରୁ ହାତରେ ରହିଥିବା କାମ ପୂରା ଦମରେ କରିବାର ନିଷ୍ପତ୍ତି ନେବେ। କଳ କାରଖାନା, ଜଳ, ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ୍‌ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଫେରିବାବେଳେ ବହୁ ଦିନରୁ…
Read More...

ନିର୍ବାଚନରେ ଛୋଟ ରାଲିକୁ ହଁ , ବଡ ରାଲି, ରୋଡଶୋକୁ ନା

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଏବଂ ରୋଡ୍‌ ଶୋ’ ଉପରେ ରୋକ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ନିର୍ବାଚନ…
Read More...

ଦେଶରେ ମୃତ୍ୟୁ ହାରର ୬୦% ଲୋକ ଟିକା ନେଇ ନଥିଲେ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ତୃତୀୟ ଲହରରେ ୬୦ ପ୍ରତିଶତ ମୃତକ ସମ୍ପୂର୍ଣ୍ଣ ଟିକା ନେଇ ନ ଥିବା ଜଣାପଡ଼ିଛି। ଘରୋଇ ହସ୍ପିଟାଲ ମାକ୍ସ୍‌ ହେଲଥ୍‌ କେୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ମୃତକଙ୍କ ମଧ୍ୟରେ ଆଶିଂକ ଟିକାକରଣ ଅବା ଜମାରୁ ଟିକା ନେଇ ନଥିବା…
Read More...