banner
Breaking

ସିଏମସି ପକ୍ଷରୁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି

0

କଟକ ,୨୩ା୧: ସହରରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଏବେ ବି ଅନେକ ଆକ୍ରାନ୍ତ ରହିଛନ୍ତି । କୋଭିଡ୍‌ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ସହାୟତା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ୬ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ସେଗୁଡିକ ହେଲା ୧୮୦୦୩୪୫୮୨୮୯, ୦୬୭୧-୨୩୦୮୮୯୯, ୨୩୦୮୬୮୮, ୨୩୦୮୨୮୮, ୨୩୦୮୪୮୮, ୭୦୭୭୭୭୫୫୫୫। ଏହି ନମ୍ବରଗୁଡିକରେ ଯୋଗାଯୋଗ କରି ସହରବାସୀ ସହାୟତା ନେଇପାରିବେ ବୋଲି ସିଏମ୍‌ସି ପକ୍ଷରୁ ଶନିବାର ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.