banner
Breaking
Yearly Archives

2021

ଡିକି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ।

ଜଗତପୁର ୩୦/୦୪: ଜଗତପୁର ଥାନା ପାଗା ଛକ ସ୍ଥିତ ଏକ ଏଟିଏମ୍‌ କାଉଣ୍ଟର ଆଗରୁ ଦୁର୍ବୃତ୍ତମାନେ ଏକ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ପାଗା ଫାଣ୍ଡିରେ ଅଭିଯୋଗ ପରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଲୁଟ୍‌ ସ୍ଥାନ ନିକଟରେ…
Read More...

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ।

ଭୁବନେଶ୍ବର : ମହାମାରୀ କରୋନା ନେଲା ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗତ ୧୪ ତାରିଖରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି…
Read More...

ଦିନକୁ ୨୫ ହଜାର ଟେଷ୍ଟ ହେବ।

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଭାରତରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର କରିଥିବା ବେଳେ ଓଡ଼ିଶାରେ ଏହା ପାଖାପାଖି ୯ ହଜାରରେ ପହଞ୍ଚିଲାଣି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇ ନ ପାରେ। ସ୍ବାସ୍ଥ୍ୟସେବା ଯୋଗାଇ…
Read More...

ଶନି ଓ ରବିବାର ଟୀକାକରଣ ବନ୍ଦ।

ଭୁବନେଶ୍ୱର,୩୦/୪(ବ୍ୟୁରୋ): ଶନି,ରବିବାର ଟିକାକରଣ ବନ୍ଦ। ସଟଡାଉନ ଥିବାରୁ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୧୮ ରୁ ୪୪ ବର୍ଷ ବର୍ଗର ଟିକାକରଣ ପାଇଁ ଆଜି କିଛି କୋଭାକ୍ସିନ ଆସିବ। ଟିକା ଆସିବା ପରେ…
Read More...

ବିଜେଡି ନେତା କରୋନା ସଂକ୍ରମିତ ଆଶୁ ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ ।

ପୁରୀ - ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପୂର୍ବତନ ସମିତିସଭ୍ୟ ସମାଜସେବୀ ନାରାୟଣ ସ୍ୱାଇଁ(ନାରୁ) କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାବେଳେ ପିପିଲି ବ୍ଲକ ହାଟସାହି ପଂଚୟତ ଉପକଣ୍ଠ ପୋଡ଼ାଗୁଣ ଗ୍ରାମର ୪- ନମ୍ବର ୱାର୍ଡ ଦାସସାହି ବାସିନ୍ଦା ଶ୍ରୀଯୁକ୍ତ ସ୍ୱାଇଁଙ୍କ ଆଶୁ ଆରୋଗ୍ୟ…
Read More...

ସରସ୍ୱତୀ କଳା ପରିଷଦ ପକ୍ଷରୁ ଓଡିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞା ପ୍ରିୟଦର୍ଶିନୀ ବେହେରା ସମ୍ବର୍ଦ୍ଧିତ ।

କଟକ - କଟକ ସଦର ଅନ୍ତର୍ଗତ କଳାବିହାର,କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ(ଏସକେପି) ପକ୍ଷରୁ ଓଡିଶୀ ନୃତ୍ୟକଳା,ଶିକ୍ଷାଦାନ ଦିଗରେ ଉଲ୍ଲେଖନୀୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ଜିଲ୍ଲା ସିଦ୍ଧେଶ୍ୱରପୁର ଉପକଣ୍ଠ କଇଜଙ୍ଗା ମାଟିର କୃତି ସନ୍ତାନ ତଥା…
Read More...

କରୋନା ଡବଲ ମ୍ୟୁଟାଣ୍ଟ ଭୂତାଣୁକୁ ପ୍ରତିହତ କରିବ କୋଭାକ୍ସିନ ।

ଓ୍ୱାଶିଂଟନ :  ଭାରତରେ ପ୍ରସ୍ତୁତ କୋଭାକ୍ସିନ କରୋନା ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ପରାହତ କରିବ ବୋଲି ଆମେରିକା ହ୍ୱାଇଟହାଉସ ମୁଖ୍ୟ ଚିକିତ୍ସା ଉପଦେଷ୍ଟା ଡକ୍ଟର ଆନ୍ଥୋନୀ ଖଉଟି ଘୋଷଣା କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ପୂର୍ବରୁ ହୋଇଥିବା କୋଭାକ୍ସିନ ଟିକା ଡବଲ…
Read More...

ଆସନ୍ତା ସୋମବାର ଠାରୁ କଟକରେ ଦିନ ୨ଟା ପରେ ବନ୍ଦ ରହିବ ଦୋକାନ ବଜାର।

କଟକ,୩୦/୪(ବ୍ୟୁରୋ) : ଟ୍ୱିନ ସିଟିରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କଟକଣା ଲାଗୁ କରାଯାଉଛି। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ କଟକର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓ ପୂଜା କମିଟି ଆସନ୍ତା ସୋମବାର ରୁ ୧୮ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଯାଏଁ…
Read More...

ଲକ୍ଷଣ ବିହୀନ ରୋଗୀଙ୍କ ପାଇଁ ଆସିଲା ଔଷଧ।

ନୂଆଦିଲ୍ଲୀ : ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଔଷଧ ଆୟୁଷ ୬୪ ବେଶ ପ୍ରଭାବଶାଳୀ ହେଉଥିବା ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି। କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ୍‌) ଦ୍ବାରା…
Read More...

ମୋଦୀଙ୍କୁ ନବୀନଙ୍କ ଚିଠି।

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଓଡ଼ିଶାରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ (ସିଏପିଏଫ୍‌) ମୁତୟନ ବାବଦ ୪୫୬୧.୨୩ କୋଟି ଟଙ୍କାର ଖର୍ଚ୍ଚ ପଇଠ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାବି କରିଛି। ହେଲେ ଏହି ଖର୍ଚ୍ଚ ଛାଡ଼ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ…
Read More...