banner
Breaking
Yearly Archives

2021

୭ ଦିନ ରିଲିଫ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

ଭୁବନେଶ୍ୱର,୨୬।୫: ବାତ୍ୟା ‘ୟାସ’ପ୍ରଭାବରେ ଜଳଘେରରେ ଥିବା ୧୨୮ଟି ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦିଆଯିବ। ବୁଧବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନାଙ୍କ ସହ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକ ପରେ…
Read More...

ରାଜ୍ୟ ଵିପର୍ଯୟ ପାଣ୍ଠି ବାତ୍ୟା ପିଡୀତଙ୍କ କାମରେ ଲାଗୁ : ଧର୍ମେନ୍ଦ୍ର

ଭୁବନେଶ୍ୱର: ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ ଟ୍ୱିଟ୍ ଯୋଗେ ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…
Read More...

ସାଇବର ଲୁଟେରା ଗିରଫ।

ବରଗଡ଼,୨୬।୫: ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ବୁଧବାର ଏକ ସାଇବର କ୍ରାଇମର ପର୍ଦ୍ଦାଫାଶ କରିଛି। ଏକ କମ୍ପାନୀ ନାମରେ ୱେବସାଇଟ୍‌ ଖୋଲି ଜାଲ ଦସ୍ତଖତ କରି ବ୍ୟାଙ୍କ ଉପଭୋକ୍ତାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର୍‌ କରି ଲୁଟ୍‌ କରୁଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ…
Read More...

ବାଲେଶ୍ବରରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୫: ବାତ୍ୟା ‘ୟାସ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ…
Read More...

୧୫ ଦିନ ଭିତରେ କ୍ଷମା ମାଗନ୍ତ ରାମଦେବ ନଚେତ କୋର୍ଟକୁ ଯିବ ଆଇଏମଏ।

ଡେରାଡୁନ, ୨୬।୫: ଏଲୋପାଥି ଔଷଧ ଓ ଏଲୋପାଥି ଡାକ୍ତରଙ୍କ ଉପରେ ଅପମାନଜନକ ମନ୍ତବ୍ୟ ପୁଣି ଥରେ ବାବା ରାମଦେବଙ୍କ ପାଇଁ ସୃଷ୍ଟି କରିଛି ଅଢ଼ୁଆ। ଏହି ମନ୍ତବ୍ୟ କାରଣରୁ ତାଙ୍କ ବିରୋଧରେ ମାନହାନୀ ନୋଟିସ ଜାରି କରିଛି ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ)। ୧୫ ଦିନ ମଧ୍ୟରେ ରାମଦେବଙ୍କଠାରୁ…
Read More...

ରାଜଧାନୀରେ ଦିଆଯିବ ସ୍ପୁଟନିକ୍ ଭି ଟିକା।

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀରେ କରୋନା ପ୍ରକୋପ ଜାରି ରହିଛି। କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି। ଗତ କିଛି ଦିନ ତଳେ ଦିଲ୍ଲୀରେ କରୋନା ସଂକ୍ରମଣ ହାର ଓ ଅକ୍ସିଜେନ ଅଭାବ ସରକାରଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରିଦେଇଥିଲା। ହେଲେ ଦିଲ୍ଲୀ ସରକାରଙ୍କ ଏହି…
Read More...

ବାହାନଗା ଅଧିକ କ୍ଷୟକ୍ଷତି।

ବାହାନଗା,୨୬।୫(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ବ୍ଲକର ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ସମୁଦ୍ର କୂଳ ଦେଇ ୟାସ୍‌ ଅତିକ୍ରମ କରିବା ବେଳେ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛିି। କେତେକ ସ୍ଥାନରେ ଗଛ ପଡି କଚ୍ଚା ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ବହୁ…
Read More...

ୟାସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ।

ଭୁବନେଶ୍ୱର,୨୬/୫(ବ୍ୟୁରୋ): ବାତ୍ୟା ୟସ୍‌ର ଶେଷାଂଶ ସ୍ଥଳଭାଗ ଛୁଇଁବା ସହିତ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମାପ୍ତ ହୋଇଛି। ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି। ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି। ଏନ୍‌ଡିଆର‌୍‌ଏଫ୍, ଓଡ୍ରାଫ୍ ଏବଂ…
Read More...

ରୂପମତୀ ଭୂମିକାରେ ନଜର ଆସିବେ ଦୀପିକା।

ମୁମ୍ବାଇ ୨୬।୫: ଦୀପିକା ପାଦୁକୋନଙ୍କୁ ପୁଣି ଥରେ ବଲିଉଡ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ଦୀପିକା ପାଦୁକୋନ ଭନସାଲୀଙ୍କ ‘ବାଇଜୁ ବାୱରା’ରେ ଡକାୟତମାନଙ୍କ ରାଣୀ ରୂପମତି ଭୂମିକାରେ ନଜର ଆସିପାରନ୍ତି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ…
Read More...

୨୧ ବର୍ଷରେ ପାଦଦେଲେ ସୁହାନା । ଘଟିଲା ଏମିତି କିଛି!!

ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ନିକଟରେ ୨୧ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଅବସରରେ ଜଣେ ଯୁଜର୍ସ ଟୁଇଟର୍‌ରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସୁହାନାଙ୍କ…
Read More...