banner
Breaking
Yearly Archives

2021

ପୁରୀ ଜିଲ୍ଲା ପାଇଁ କାଳିଆ ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ପୁରୀ ,୩।୧୧: ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ଜିଲାର ୧,୬୫,୧୩୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩୩.୦୩ କୋଟି ଟଙ୍କା ପାଇବେ । ଏହି ଟଙ୍କା…
Read More...

ବେଆଇନ ଆଧାର ବ୍ୟବହାର କଲେ ୧ କୋଟି ପର୍ଯ୍ୟନ୍ତ ଫାଇନ୍

ନୂଆଦିଲ୍ଲୀ,୩।୧୧: ଆଧାର କାର୍ଡର ବେଆଇନ ବ୍ୟବହାର କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ)କୁ କ୍ଷମତା ପ୍ରଦାନ କରିଛନ୍ତି। ଯେଉଁମାନେ ଆଧାର ଅନ୍ତର୍ଗତ ନୀତି ପାଳନ କରୁନାହାଁନ୍ତି…
Read More...

ବିବାହ ବନ୍ଧନରେ ବାନ୍ଧି ହେବ କାଟିନା

ମୁମ୍ବାଇ: ଏବେ ବଲିଉଡର ଅନେକ ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି। ଏଥିରେ ସବୁଠାରୁ ଆଗରେ ଅଛନ୍ତି ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକ୍କି କୌଶଲ। ଉଭୟ ଡିସେମ୍ବରରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ଦୁହେଁ ଚଳିତ ବର୍ଷ ଡିସେମ୍ବର ପ୍ରଥମ…
Read More...

ଧନତେରସ କଣ ଆଣିଲେ ଶୁଭ

ପାଞ୍ଚ ଦିନିଆ ପର୍ବ ଦୀପାବଳୀର ଆଜି ପ୍ରଥମ ଦିନ ଧନତେରସ । ଏହି ଦିନ ଭଗବାନ ଧନ୍ୱନ୍ତରୀ , ଦେବୀ ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ପୂଜା କରାଯାଏ ।  ଏହି ଧନତେରସ ଦିନ ନୂଆ ଜିନିଷ କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ସୁନା ଓ ରୂପା ନିର୍ମିତ…
Read More...

କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ଆଜି ସମ୍ବଲପୁର କୁଚିଣ୍ଡାରେ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲାରେ ନୂଆ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ ଶୁଭାରମ୍ଭ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ…
Read More...

ଏନଇଇଟି ଫଳ ପ୍ରକାଶିତ। ସ୍ବସ୍ତି ରାଜ୍ୟ ଟପର

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି) ରେଜଲ୍ଟ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଘୋଷିତ ଫଳ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୩ ଜଣ ପରିକ୍ଷାର୍ଥୀ ର଼୍ୟାଙ୍କ-୧ରେ ରହିଛନ୍ତି।…
Read More...

ଖୋଜି ଖୋଜି ଦିଆଯିବ ଟିକା

ଭୁବନେଶ୍ୱର,୧।୧୧(ବ୍ୟୁରୋ): କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ହିଁ ଏକମାତ୍ର ଅସ୍ତ୍ର। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳରେ ବହୁ ଲୋକ ଆଦୌ ଟିକା ନେଇ ନ ଥିବା ଜଣାପଡିଛି। ସେପଟେ ଦ୍ୱିତୀୟ ଡୋଜ୍‌ ଟିକା ନେଇ ନ ଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ…
Read More...

ପାଟଣା ସିରିଏଲ ବିସ୍ଫୋରଣ ଘଟଣାରେ ୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ।

ପାଟନା,୧।୧୧: ୨୦୧୩ ପାଟଣାର ଗାନ୍ଧୀ ମୈଦାନ ସିରିଏଲ ବିସ୍ଫୋରଣ ମାମଲାରେ ସ୍ବତନ୍ତ୍ର ଏନଆଇଏ କୋର୍ଟ ଦୋଷୀଙ୍କୁ ଦଣ୍ଡ ଘୋଷଣା କରିଛନ୍ତି। ୯ ଜଣ ଦୋଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। କୋର୍ଟ ହାଇଦର ଅଲୀ, ନୋମାନ ଅନସାରୀ, ମିଜିବୁଲ୍ଲା ଅନସାରୀ ଓ ଇମତିଆଜ ଆଲମକୁ ଫାଶୀ ଦଣ୍ଡରେ…
Read More...

ଲେଡିସ୍ ଡ୍ରେସରେ ଘରେ ପଶି ମା , ଝିଅକୁ ଆକ୍ରମଣ।

ଭୁବନେଶ୍ବର'୧/୧୧(ବ୍ୟୁରୋ) ରାଜଧାନୀରେ ଅଭିନବ ଢଙ୍ଗରେ ଛୁରା ମାଡ। ଲେଡିସ ଡ୍ରେସରେ ଘରେ ପଶିଲେ ପଡୋଶୀ ଯୁବକ । ଶୈଳଶ୍ରୀ ବିହାରରେ ମା’ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି ଜଣେ ଲେଡିସ ଡ୍ରେସ ପିନ୍ଧା ଯୁବକ। ସମ୍ପୃକ୍ତ ଯୁବକ ରୁପେଶ ପଣ୍ଡା ବିବାହିତ । ତେବେ ସେ କାହିଁକି ଏପରି ଲେଡିସ…
Read More...

ଭୁବନେଶ୍ୱରରେ ଖୋଲିଲା ଓ୍ବେଲକମ୍ ହୋଟେଲ।

ଭୁବନେଶ୍ୱର,୧/୧୧(ଓଡ଼ିଆ ନ୍ୟୁଜ): ପୂର୍ବାଚଂଳରେ ଉପସ୍ଥିତି ସମ୍ପ୍ରସାରଣ ଏବଂ ସୁଦୃଢ଼ ପୂର୍ବର ସୁବର୍ଣ୍ଣ ତ୍ରିଭୁଜ ଅଂଚଳରେ ସ୍ଥାପତ୍ୟ ଐତିହ୍ୟ ଏବଂ ଗୌରବବମୟ ପରମ୍ପରା ଉଦ୍‌ଜୀବିତ କରିବା ଲାଗି ୱେଲକମହୋଟେଲ ଭୁବନେଶ୍ୱରରେ ବ୍ରାଣ୍ଡ ଉପସ୍ଥିତି ଜାହିର କରି ୱେଲକମହୋଟଲ୍ସକୁ ଓଡ଼ିଶା…
Read More...