banner
Breaking
Yearly Archives

2021

ବିସ୍ଥାପିତ ଛାତ୍ରଛାତ୍ରୀଙ୍କୁ ମିଳିବ ସୁବିଧା ସୁଯୋଗ।

ନୂଆଦିଲ୍ଲୀ,(ବ୍ୟୁରୋ): କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିସ୍ଥାପିତ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା, ଆଡ୍‍ମିଶନ କରାଇବା ଏବଂ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ଜାରି ରଖିବା ଉଦ୍ଦେଶ୍ୟରେ ନିର୍ଦ୍ଦେଶାବଳୀ ଜାରି କରିଛି। ମନ୍ତ୍ରଣାଳୟ କହିଛି, କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଶିକ୍ଷାରୁ…
Read More...

ପୋଲିସ ପଦୋନ୍ନତି ନିୟମ କୋହଳ କଲେ ସରକାର।

ଭୁବନେଶ୍ୱର,୧୧/୧(ଓଡ଼ିଆ ନ୍ୟୁଜ) : କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସଚେତନ କରିଥିବା ପୋଲିସ ମାନଙ୍କ ପାଇଁ ଖୁସି ଖବର। ୨୦୨୧ ପାଇଁ ପୋଲିସ ପଦୋନ୍ନତି ନିୟମ କୁ କୋହଳ କରାଯାଇଛି । ସବଇନ୍ସପେକ୍ଟର ରୁ ଇନ୍ସପେକ୍ଟର ହେବାକୁ ଥିବା ନିୟମ କୋହଳ କରାଯାଇଛି  ।୧୦ ବର୍ଷ…
Read More...

ଜଗନ୍ନାଥଙ୍କ ଦର୍ଶନ ପାଇଁ କୋହଳ ହେଲା ନିୟମ

ପୁରୀ,୧୦/୧(ଓଡ଼ିଆ ନ୍ୟୁଜ): ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆଉ ନେଗେଟିଭ୍ ରିପୋର୍ଟ ଆବଶ୍ୟକ ନାହିଁ। ପୂର୍ବରୁ ହୋଇଥିବା ନିୟମକୁ କୋହଳ କରାଯାଇଛି। ଏହି ନିୟମ ଆସନ୍ତା ୨୧ ତାରିଖରୁ ଲାଗୁ ହେବ। ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏ…
Read More...

ରାଜ୍ୟରେ ଆଜି ୨୬୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୦।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ୨୬୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୮୬୨ରେ…
Read More...

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଲୋକିକରଣ : ସାଧାରଣରେ ଉଚ୍ଚ ପ୍ରସଂଶା

କଟକ - ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉପକଣ୍ଠ ଇଶାଣିବ୍ରହ୍ମପୁର ପଂଚାୟତର ନାରାୟଣ ମନ୍ଦିର ସନ୍ନିକଟ ମୁଖ୍ୟରାସ୍ତା ତଥା ୱାର୍ଡ ନମ୍ବର ୪ ଓ ୭ ଆଲୋକର ଆବଶ୍ୟକତାଥିବା ବିଭିନ୍ନ ସ୍ଥାନରେ ୩୫ୱ!ଟ ବିଶିଷ୍ଟ ୪ଟି…
Read More...

ନେତାଜୀ ଜୟନ୍ତୀ ଜାତୀୟ ସ୍ତରୀୟ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ,୧୦/୧(ଓଡ଼ିଆ ନ୍ୟୁଜ): ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ନିମନ୍ତେ ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟିରେ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଟକ ସାଂସଦ…
Read More...

୧୨ତାରିଖରୁ ବଢିବ ଶୀତ।

ଭୁବନେଶ୍ୱର,୧୦।୧(ଓଡ଼ିଆ ନ୍ୟୁଜ) : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସପ୍ତାହେ ବ୍ୟାପି ସାରା ରାଜ୍ୟରେ ଥଣ୍ଡା କମିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଦାରିଙ୍ଗବାଡିରେ ୧୧ ଡିଗ୍ରୀ ସେଲସିୟସ୍‌…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଘରର କଥା ହେଉ କିମ୍ବା ଅଫିସିଆଲି କାମରେ, ଅଟକି ରହିଥିବା କାମ ସମ୍ପନ୍ନ କରିବେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜନିଷ କିଣା ବିକା ସବୁ କିଛି ପାଇଁ ଭଲ। ପଡ଼ୋଶୀ, ସହକର୍ମୀ, ଭାଇଭଉଣୀ ସହ ଯୁକ୍ତିତର୍କ ଲାଗିପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ…
Read More...

୧୬ ରୁ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ,ଆକ୍ରାନ୍ତ,ସମ୍ମୁଖକର୍ମୀ ଓ ବୟସ୍କ

ନୂଆଦିଲ୍ଲୀ,୯।୧(ଓଡ଼ିଆ ନ୍ୟୁଜ): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା…
Read More...

ସାଇବର ଠକଙ୍କ ନୂଆ ତରିକା। ସୁନ୍ଦର ତରୁଣୀ ଫଟୋ ଦେଖାଇ ଲୁଟୁଛନ୍ତି।

ଭୁବନେଶ୍ୱର,୯।୧(ବ୍ୟୁରେ) : ସୁନ୍ଦରୀ ତରୁଣୀଙ୍କ ମୋହ ଦେଖାଇ ଫସାଇବା ପରେ ଟଙ୍କା ଲୁଟୁଛନ୍ତି ସାଇବର ଠକ। ରାଜଧାନୀର ଜଣେ ଯୁବକଙ୍କୁ ଏଭଳି ମୋହରା ବନାଇ ତାଙ୍କ ଆକାଉଣ୍ଟକୁ ଖାଲି କରିଦେଇଛନ୍ତି ସାଇବର ଠକ। ମାତ୍ର ୨୦ ମିନିଟ୍‌ ଫୋନରେ କଥା ହେବା ଭିତରେ ସାଇବର ଠକ ଜଣକ ଗୁଗଲ୍‌ ପେ’ ମାଧ୍ୟମରେ…
Read More...