banner
Breaking
Yearly Archives

2021

୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।

କଳାହାଣ୍ଡି : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ…
Read More...

ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ୪୨ ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ !

କଟକ - ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶମୌଜ଼ାର ଛଅଗୋଟି ପଂଚାୟତରେ ନିଧି ସଂଗ୍ରହ ଓ ସମ୍ପର୍କ…
Read More...

ରାଜ୍ୟରେ ଆଜି ପୁଣି ୨୨୨ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୪।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୨୨୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୭୬୩ରେ…
Read More...

୮ ନମ୍ବର ଓ୍ବାର୍ଡ ବୁଲିଲେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ।

ଭୁବନେଶ୍ୱର ୧୩/୦୧(ଓଡ଼ିଆ ନ୍ୟୁଜ): ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ୮ ନମ୍ବର ୱାର୍ଡ ବୁଲି ନିର୍ମାଣ କାର୍ଯ୍ୟ ଦେଖିବା ସହିତ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଲେ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ । ଚନ୍ଦ୍ରଶେଖରପୁର, ଡିଷ୍ଟ୍ରିକ୍ଟ ସେଣ୍ଟର, ନିଳାଦ୍ରି ବିହାର କିଛି…
Read More...

ରାଜ୍ୟରେ ଆଜି ୨୧୦ ପଜିଟିଭ୍ ଚିହ୍ନଟ ଓ ୧ ମୃତ।

ଭୁବନେଶ୍ୱର, ୧୩।୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ଦିନ ରାଜ୍ୟରୁ ଆଉ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ୨୧୦ ଜଣଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିପାରିବେ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ, ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ପ୍ରଶାସନ, ଆଇନ ଅଦାଲତ, ସଭା ସମିତି ଓ ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ। ସାମାଜିକ ସ୍ତରରେ…
Read More...

କାଲି ଧବଳେଶ୍ବର ପୀଠରେ ୧୪୪ ଧାରା।

କଟକ: ଆସନ୍ତା କାଲି ପବିତ୍ର ମକର ସ°କ୍ରାନ୍ତି। ମକର ସଂକ୍ରାନ୍ତିରେ ଭିଡ଼କୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଠଗଡର ଧବଳେଶ୍ଵର ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଆଠଗଡର ଉପ-ଜିଲ୍ଲାପାଳ ଅଜମ୍ବର ମହାନ୍ତି। ସେ କହିଛନ୍ତି ଯେ ଏହି ଦିନରେ ପୂଜାପାଠ କରିବା…
Read More...

ଓଡିଶା ମିରର ପକ୍ଷରୁ ରିପୋର୍ଟର ମିଟ-୨୦୨୧

ଭୁବନେଶ୍ୱର,୧୨/୧(ଓଡ଼ିଆ ନ୍ୟୁଜ):ଓଡ଼ିଶା ମିରର ମିଡ଼ିଆ ମ୍ୟାନେଜେଣ୍ଟ ଦ୍ଵାରା ପ୍ରକାଶିତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର"ଓଡ଼ିଶା ମିରର୍"ପକ୍ଷରୁ ରିପୋର୍ଟର ମିଟ-୨୦୨୧ ସ୍ଥାନୀୟ ପ୍ରାଣୀ ଚିକିତ୍ସା ବିଜ୍ଞାନ କେନ୍ଦ୍ର କନେଫରେନ୍ସ ହଲ୍ ରେ ଅନୁଷ୍ଠିତ ହେଇ ଯାଇଛି, ଏହି ଉତ୍ସବରେ ଅତିଥି ଭାବରେ…
Read More...

ବର ପ୍ରଶେସନରେ ଯିବା ପାଇଁ ମିଳିଲା ଅନୁମତି।

ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଏଣିକି ବର ଯିବାବେଳେ ରୋଷଣୀ ହେବ। ବାଜା ବାଜିବ, ବାଣ ଫୁଟିବ ଆଉ ବରଯାତ୍ରୀମାନେ ପ୍ରଶେସନରେ ଯାଇପାରିବେ। କରୋନା କଟକଣା ମଧ୍ୟରେ ବିବାହ ଉତ୍ସବ ପାଇଁ ବରଯାତ୍ରୀଙ୍କ ପ୍ରସେଶନ ନିମନ୍ତେ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ଏହି ଲୋକଙ୍କ ସଂଖ୍ୟା ସର୍ବାଧିକ…
Read More...

ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ।

ଭୁବନେଶ୍ୱର,୧୨/୧(ଓଡ଼ିଆ ନ୍ୟୁଜ): ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ -ଉଦୟପୁର ବେଳାଭୂମିର ଭିତ୍ତିଭୂମିର ବିକାଶ କରିବା ସହ ଏଗୁଡ଼ିକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରଭାବେ ବିକଶିତ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ମୁଖମନ୍ତ୍ରୀ…
Read More...