banner
Breaking
Yearly Archives

2021

କୋରାପୁଟ ଓଡ଼ିଶାର ଦ୍ବିତୀୟ ଶ୍ରୀକ୍ଷେତ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ୩ ସୀମାବର୍ତ୍ତୀ ଗ୍ରାମକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଉକ୍ତ ଗ୍ରାମଗୁଡ଼ିକୁ ନିଜର ଦାବି କରି ଆନ୍ଧ୍ର ସରକାର ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଟିଆ…
Read More...

ରଣବୀରଙ୍କ ପାଇଁ ଜ୍ୟାକଲିନ୍ ଏବେ ପୁରା ଏକ୍ସସାଇଟେଡ।

ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ୍ ଫର୍ଣ୍ଣାଡିଜ ଏବେ ଖୁବ୍ ବ୍ୟସ୍ତ । ନିକଟରେ ସେ ଶୈଫ ଅଲି ଖାଁଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ଶୁଟିଂ କରି ସାରିଛନ୍ତି। ଏବେ ସେ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଅଭିନେତା ରଣବୀର ସିଂଙ୍କ ସହ କାମ କରିବାକୁ ଯାଉଛନ୍ତି । ଫିଲ୍ମ ‘ସର୍କସ’ରେ ଏମାନେ ଏକାଠି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଦୁଶ୍ଚିନ୍ତାକୁ ବଢାଇ ଦେଇପାରେ। ଅତି ନିକଟତର ବନ୍ଧୁଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସୁପରାମର୍ଶଦାତା ଭାବରେ ଆଦରଣୀୟା ହେବେ। ବୃଷ:-ଆଜି କାର୍ଯ୍ୟ…
Read More...

କୋଟିଆରେ ୯ଟି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

କୋରାପୁଟ, ୫।୨(ଓଡ଼ିଆ ନ୍ୟୁଜ): କୋରାପୁଟ ଜିଲା ସୀମାନ୍ତ କୋଟିଆ ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଭିଡିଓ କନ୍‌ଫରେନି୍ସଂ ମାଧ୍ୟମରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତିି ା ଏଥିମଧ୍ୟରେ ୧୩ କୋଟି ଟଙ୍କାର…
Read More...

ଯୁବତୀଙ୍କ ମାୟା ଯାଲରେ ୧୬ ଯୁବକ ବରବାଦ୍।

ପୁଣେ: ଲଭ,ସେକ୍ସ, ଧୋକ୍କାର ପରିମାଣ ଧିରେ ଧିରେ ବଢ଼ିବାରେ ଲାଗିଛି।ଏହାର ମାଧ୍ୟମ ସାଜିଛି ବିଭିନ୍ନ ଡେଟି° ଆପ। ଯୁବକ ଯୁବତୀ ମାନେ ଏହାକୁ ବ୍ୟବହାର କରି ବିଭିନ୍ନ ମାଧ୍ୟମରେ ଲୁଟପାଟ କରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ପୁଣେରେ। ଜଣେ ଯୁବତୀ ଡେଟିଂ ଆପ୍‌ ଜରିଆରେ ୧୬ଜଣ ଯୁବକଙ୍କୁ ପ୍ରେମ…
Read More...

ଅଶ୍ଳୀଳ ଫଟୋ ଭାଇରାଲ ଧମକ୍ ଦେଇ ଯୁବକ ଗିରଫ।

ଭବାନୀପାଟଣା,୫।୨: ଭବାନୀପାଟଣାର ସହରର ଜଣେ ନାବାଳିକାଙ୍କୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ପୋଇବାଡି ଗ୍ରାମର ଜିତେନ୍ଦ୍ର ବେହେରା(୨୬) ହ୍ବାଟସ ଆପ୍‌ରେ ବ୍ଲାକମେଲିଂ କରି ଗିରଫ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହ୍ବାଟସ ଆପ୍‌ରେ ବନ୍ଧୁତା ପରେ ମୋବାଇଲରେ ନିୟମିତ ଚାଟିଂ କରିବା ସହିତ…
Read More...

ନୂଆ କୃଷି ଆଇନରେ କଣ ତୃଟି ଅଛି? କୃଷି ମନ୍ତ୍ରୀ

ନୂଆଦିଲ୍ଲୀ, ୫ା୨- ନୂଆ କୃଷି ଆଇନରେ କ’ଣ ତ୍ରୁଟି ରହିଛି ? ଏହି ପ୍ରଶ୍ନ ବାରମ୍ବାର ପଚାରିଛି। ହେଲେ କେହି ଏହାର ଉତ୍ତର ଦେଉ ନାହାନ୍ତି ” ବୋଲି ରାଜ୍ୟ ସଭାରେ ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଚାଷୀମାନେ ନୂଆ ଆଇନକୁ ‘ବ୍ଲାକ’ ବୋଲି କହୁଛନ୍ତି।…
Read More...

ଡାବର ଇଣ୍ଡିଆ ମହୁ ଏବେ ଆମାଜନ ଡଟ୍ ଇନ୍‌ରେ ଉପଲବ୍ଧ

ଭାରତର ଅଗ୍ରଣୀ ଆୟୁର୍ବେଦିକ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ୍ ଆମାଜନ ଇଣ୍ଡିଆ ସହିତ ମିଳିତ ହୋଇଛି । ଏହାଦ୍ୱାରା ଏଣିିକି ଡାବର ଅର୍ଗାନିକ ମହୁ ଆମାଜନ ଡଟ୍ ଇନ୍‌ରେ ଉପଲବ୍ଧ ହେବ । ଏଥିରେ କୌଣସି ରାସାୟନିକ ପଦାର୍ଥ ମିଶ୍ରିତ କରାଯାଇ ନାହିଁ । ଏହା ମହୁମାଛିଙ୍କ ଦ୍ୱାରା ପ୍ରାକୃତିକ ଉପାୟରେ…
Read More...

ରାଜଧାନୀରେ ପୁଣି ହତ୍ଯା।

ଭୁବନେଶ୍ୱର,୫।୨(ବ୍ୟୁରୋ): ୨୪ ଘଣ୍ଟା ନ ପୂରୁଣୁ ରାଜଧାନୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ। ଗୁରୁବାର ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଦାସପୁର ନିକଟରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିବା ବେଳେ ଆଜି ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ବିର୍ସାମୁଣ୍ଡା ବସ୍ତିରେ ଆଉ ଏକ ଅଭାବନୀୟ ଘଟଣା…
Read More...

ରାଜ୍ୟରେ ଆଜି ୯୭ ପଜିଟିଭ ଚିହ୍ନଟ ଓ ଜଣେ ମୃତ।

ଭୁବନେଶ୍ୱର,୫।୨(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସ°ଖ୍ୟା ୧୦୦ ତଳେ ରହିଛି। ଆଜି ରାଜ୍ୟରୁ ୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା…
Read More...