banner
Breaking
Yearly Archives

2021

ଭୁବନେଶ୍ୱରରୁ ପାଟଣାକୁ ଉଡିବ ବିମାନ।

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପାଟଣାକୁ ମେ’ ପହିଲାରୁ ବିମାନ ଚଳାଚଳ ଆରମ୍ଭ ହେବ। ଘରୋଇ ବିମାନ ସେବା କମ୍ପାନୀ ଇଣ୍ଡିଗୋ ଏହି ସେବା ପ୍ରଦାନ କରିବ। ଇଣ୍ଡିଗୋ ମାର୍ଚ୍ଚ ୨୮ରୁ ୨୨ଟି ନୂଆ ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ କରିବ ବୋଲି ଘୋଷଣା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଗୃହରେ ମଙ୍ଗଳୋତ୍ସବ କାର୍ଯ୍ୟ ସମ୍ପନ୍ନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ବୃଷ:-ଆଜି ଅନିୟମିତ…
Read More...

ବାବା ସୋମନାଥଙ୍କ ଉପରେ ଆଧାରିତ ଭିଡିଓ କ୍ୟାସେଟ ଉନ୍ମୋଚିତ।

ପବିତ୍ର ଶ୍ରୀ ପଂଚମୀ ଅବସରରେ ମା ଯୋଗମାୟାଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ ପ୍ରାୟୋଜିତ ଶିବଙ୍କ ଉପରେ ଆଧାରିତ ଭଜନ ‘ସୋମନାଥଙ୍କୁ ସୁମରିଲେ ମନେ’ ନାମରେ ଭିଡିଓ କ୍ୟାସେଟ ଉନ୍ମୋଚିତ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକଭାବେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର‌୍ୟ୍ୟ…
Read More...

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ଆଧୁନିକ ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ । ଏହାର ଦୁଇ ବ୍ରିଟିଶ୍ ବ୍ରାଣ୍ଡ୍‌ର ମିଶ୍ରଣରେ ଏହା ପ୍ରତିପାଦିତ ହେବ । ଏହି ଅବସରରେ ବୋଲେରେ କହିଲେ, ପୃଥିବୀର ଶ୍ରେଷ୍ଠ ଆବଶ୍ୟକ ହେଉଥିବା ବିଳାସପୂର୍ଣ୍ଣ ଯାନ ନିର୍ମାଣ ଏବଂ ସେବା ପ୍ରଦାନ…
Read More...

ରଂଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ମା ତାରିଣୀ ୟୁଥକ୍ଲବ ଚମ୍ପିୟାନ।

ଭୁବନେଶ୍ୱର : ନୀଳାଦ୍ରି ବିହାର ଦୁର୍ଗା ପଡିଆ ଠାରେ ଚାଲିଥିବା ରଂଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ନିୟୁ ଷ୍ଟାରକୁ ହରାଇ ମା ତାରିଣୀ ୟୁଥକ୍ଲବ ଚମ୍ପିୟାନ ହୋଇଛି। ପୂର୍ବତନ କର୍ପୋରେଟର ସ୍ବର୍ଗତ ର°ଜନ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀଳାଦ୍ରି…
Read More...

ଭୁବନେଶ୍ବର ରନ୍‌ୱେ ୱିକ୍ ଏବଂ କର୍ପୋରେଟ୍ ଆଇକନ୍ ଆୱାର୍ଡ଼

ଭୁବନେଶ୍ୱର - ପର୍ବପର୍ବାଣୀ ହେଉ କିମ୍ବା କୌଣସି ଉତ୍ସବ ସବୁ ସମୟରେ ଆକର୍ଷଣ ଦେଖାଯିବା ପାଇଁ ସମସ୍ତେ ରହିଥାଆନ୍ତି ଚିନ୍ତାରେ । ନୂଆ ଡ଼ିଜାଇନ୍‌ର ପୋଷାକ ସହ ନ୍ୟୁ ଲୁକ୍‌ରେ ନିଜକୁ ପରଷି ଦେବାପାଇଁ ଲୋକଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି…
Read More...

୧୩ରୁ ରଞ୍ଜନ ଜେନା ମେମୋରିୟାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ଭୁବନେଶ୍ୱର : ନୀଳାଦ୍ରି ବିହାର ଦୁର୍ଗାପଡିଆ ଠାରେ ପୂର୍ବତନ କର୍ପୋରେଟର ସ୍ୱର୍ଗତ ରଞ୍ଜନ କୁମାର ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ରଞ୍ଜନ ଜେନା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହାକୁ ଚନ୍ଦ୍ରଶେଖରପୁର ପ୍ରିମିୟର ଲିଗ୍ ଭାବରେ ନାମକରଣ…
Read More...

ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ…
Read More...

ହଣା ଲୁଟେରାଙ୍କ କବଜାରେ ରାଜଧାନୀ। ପୁଣି ୩ ଲୁଟ୍

ଭୁବନେଶ୍ୱର,୧୦।୨(ବ୍ୟୁରୋ): ହଣା ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟର ତରିକା ବଦଳାଇଛନ୍ତି ଲୁଟେରା। ଦିନ ହେଉ କି ରାତି ବେଧଡକରେ ଲୋକଙ୍କୁ ଭୟଭୀତ କରି ଲୁଟିତାଲିଛନ୍ତି।ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍‌ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ…
Read More...

ଶିକ୍ଷାମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ।

ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଦ୍ୟାଳୟରେ କୋଭିଡ୍‌-୧୯ ମାର୍ଗଦର୍ଶିକା ସଠିକ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ପୂର୍ବାହ୍ନରେ ନିମାପଡ଼ାର ଭାଣପୁର ହାଇସ୍କୁଲ ପରିଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ…
Read More...