banner
Breaking
Yearly Archives

2021

ଭୁବନେଶ୍ୱରରେ ହେବ ଜଳ ଏକାଡେମୀ।

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍‌ ଏକ୍ସେଲେନ୍ସି ଭାବେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଏକାଡେମୀ ଜଳ ଏବଂ ବର୍ଜ୍ୟଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ…
Read More...

ଚାକିରୀ ଦେବା ନାଁ ରେ ନାଵାଳିକାଙ୍କୁ ବଳତ୍କାର।

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଏକ ପେପର କମ୍ପାନୀରେ ଚାକିରି ଦେବାକୁ କହି ଜଣେ ନାବାଳିକାଙ୍କୁ ଭୁବନେଶ୍ୱର ଭରତପୁର ଥାନା ତାରିଣୀ ବସ୍ତିରେ ଏକ ଘରେ ରଖି ଦେହ ବ୍ୟବସାୟରେ ଲଗାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳିକାଙ୍କ ସବତ ମା’ଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା…
Read More...

ରାଜ୍ୟରୁ ଆଜି ପୁଣି ୨୨୬୭ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୪।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା। ଆଜି ଏହି ସଂଖ୍ୟା ୨ହଜାର ଅତିକ୍ରମ କରିଛି। ଆଜି ରାଜ୍ୟରେ ୨୨୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୪ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିଲା ବେଳେ ୯୫୩ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।…
Read More...

ଆଜି ପବିତ୍ର ପଣା ସ°କ୍ରାନ୍ତି ଓ ଓଡ଼ିଆ ନବବର୍ଷ।

ଭୁବନେଶ୍ୱର,୧୪/୪(ଓଡ଼ିଆ ନ୍ୟୁଜ): ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ…
Read More...

ରୋମାଞ୍ଚକର ମ୍ୟାଚରେ କେକେଆର କୁ ହରାଇଲା ମୁମ୍ବାଇ।

ଚେନ୍ନାଇ, - ସୋମବାର ଭଳି ମଙ୍ଗଳବାର ମଧ୍ୟ ଆଇପିଏଲରେ ଦେଖିବାକୁ ମିଳିଥିଲା ରୋମାଞ୍ଚଭରା ମ୍ୟାଚ୍‌। ତେବେ ଏଥିରେ ଛକା ବର୍ଷା ନୁହେଁ ଉଇକେଟ ଝଡ଼ ଦେଖିବାକୁ ମିଳିଥିଲା। ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। କେକେଆର ପାଇଁ ଆନ୍ଧ୍ରେ ରସେଲ…
Read More...

ଏବର୍ଷ ସ୍ବଭାବିକ ବର୍ଷା ହେବ।

ଭୁବନେଶ୍ୱର, ୧୪ା୪: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ପ୍ରଶାନ୍ତ ମହାସାଗରରେ ଏଲ-ନିନ୍ୟୋର ପ୍ରଭାବ ନାହିଁ। ପାଗ ଅନୁକୂଳ ରହିବ। ଓଡ଼ିଶା ସମେତ ସମଗ୍ର ଦେଶରେ ଭଲ ବର୍ଷା ହେବ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଏଭଳି ଆକଳନ କରିଛି। ଏହି ସଂସ୍ଥା କହିଛି ଯେ, ଜୁନ୍‌ରେ…
Read More...

କରୋନା ଯୋଦ୍ଧା ଅଭିରାମ ସାହୁ ସମ୍ବର୍ଦ୍ଧିତ

କଟକ - କଟକ ଜିଲ୍ଲା ବୟାଳିଶମୌଜ଼ାର ଅଗ୍ରଣୀ ସାମାଜିକ ସଂଗଠନ "ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ" ଓ "ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ" ମିଳିତ ଆନୁକୂଲ୍ୟରେ ଏବଂ କଟକ ଜିଲ୍ଲା କନ୍ଦରପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ "ସରସ୍ୱତୀ କଳା ପରିଷଦ" ପରିଚାଳନାରେ ପରିଷଦର…
Read More...

ପଣା ସ°କ୍ରାନ୍ତି ପାଇଁ ବିଏମସିର କଟକଣା ଜାରି।

ଭୁବନେଶ୍ୱର,୧୩/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର କଟକଣା ଲାଗୁ କରାଯାଇଛି। ପଣାସଂକ୍ରାନ୍ତି ପାଳନକୁ ନେଇ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ମନ୍ଦିରରେ ପଣାସଂକ୍ରାନ୍ତି…
Read More...

ପୁରୀରେ ମାଡିଚାଲିଲା କରୋନା।

ପୁରୀ , ୧୩।୪: ପୁରୀ ଜିଲାରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ଜିଲାରୁ ୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶ୍ରୀମନ୍ଦିରର ୨୩ ସେବାୟତ, କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଛି। ପୁରୀରେ ୭ ସେବାୟତ ଓ…
Read More...

ଗଞ୍ଜାମରେ ୭ ଦିନ ପାଇଁ ସବୁ ଧର୍ମାନୁଷ୍ଠାନ ବନ୍ଦ।

ବ୍ରହ୍ମପୁର , ୧୩।୪: ଗଞ୍ଜାମ ଜିଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ବୁଧବାରଠୁ ୨୧ ତାରିଖ ଯାଏ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ । କୋଭିଡ୍‌ ସଂକ୍ରମଣ ବୃଦ୍ଧିପରେ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ନିର୍ଦ୍ଦେଶ ଅନୁଯାୟୀ, ଏହି ୭ ଦିନ…
Read More...