ଆଉଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା।
ଭୁବନେଶ୍ବର,୧/୫(ବ୍ୟୁରୋ): ମହାମାରୀ ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। ଟାଇମ୍ସ ଅଫ ଇଣ୍ଡିଆର ଯୁବ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ଭୁବନେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୪୮ବର୍ଷ ହୋଇଥିଲା। ପ୍ରୀତିମାନ ମହାପାତ୍ର…
Read More...
Read More...