କାଲିଠାରୁ ଅଫିସରେ ହେବ ଟିକାକରଣ।
ଭୁବନେଶ୍ୱର, ୪।୨(ବ୍ୟୁରୋ):ଏଣିକି ଅଫିସ୍ରେ କରୋନା ଟିକାକରଣ ହେବ। କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ନିଜ ଅଫିସରେ ଟିକା ଦିଆଯିବ। ଏଥିପାଇଁ ଅଫିସ୍ରେ ସ୍ବତନ୍ତ୍ର ଟିକା ରୁମ୍ ଖୋଲାଯାଇ ଆସନ୍ତା ୬ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ପ୍ରଥମ ଫେଜ୍ରେ ଗୃହ ଓ ନଗର ଉନ୍ନୟନ ବିଭାଗ,…
Read More...
Read More...