banner
Breaking
Monthly Archives

January 2021

୧୦୮ ରେ ମିଶିବ ୧୦୨ ଆମ୍ବୁଲାନ୍ସ ସେବା।

ଭୁବନେଶ୍ୱର : ରାଜ୍ୟରେ ଦୁଇ ପ୍ରକାରର ଆମ୍ବୁଲାନ୍ସ ସେବା ଜାରି ରହିଥିବାବେଳେ ଗର୍ଭବତୀଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଓ ଅନ୍ୟ ରୋଗୀଙ୍କ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ। ଉଭୟ ଆମ୍ବୁଲାନ୍ସ ସେବା ପାଇଁ ଅଲଗା କଲସେଣ୍ଟର ରହିଛି। ଆଗାମୀ ଦିନରେ ଦୁଇଟି ଯାକ ଆମ୍ବୁଲାନ୍ସ ପାଇଁ ଗୋଟିଏ ସହାୟତା ନମ୍ବର…
Read More...

ମହଙ୍ଗା ହେବ ବିଲ୍ଡିଂ ପ୍ଲାନ।

ଭୁବନେଶ୍ବର : ମହଙ୍ଗା ହେବ ବିଲ୍‌ଡିଂ ପ୍ଲାନ୍‌। ଗୃହକର୍ତ୍ତାଙ୍କୁ ପୂର୍ବ ନିର୍ଦ୍ଧାରିତ ଦରରେ  ପ୍ଲାନ୍‌ ଅନୁମତି ଅର୍ଥ ସହିତ ପାରିପାର୍ଶ୍ବିକ ବିକାଶ ନିମନ୍ତେ ଅତିରିକ୍ତ ୧% ଅର୍ଥ ଜମା କରିବାକୁ ପଡ଼ିବ। ଏହି ଅର୍ଥ ବିଲ୍‌ଡିଂ ଚତୁଃପାର୍ଶ୍ବରେ ସର୍ବସାଧାରଣ ରାସ୍ତା, ଡ୍ରେନ୍‌, ଆଲୋକ…
Read More...

ବଦଳିଲା +୨ ପରୀକ୍ଷା ଢାଞ୍ଚା।

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାର ଢାଞ୍ଚା ବଦଳିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୋମବାର ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ରୁ ପ୍ରଶ୍ନ ପଡ଼ିବ। ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍‌ଟିପୁଲ ଚଏସ୍‌…
Read More...

ଓଡ଼ିଶାର ଦୁଇଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ।

ଭୁବନେଶ୍ୱର,୨୫।୧(ବ୍ୟୁରୋ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ୨ ଜଣ ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ ମିଳିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଘୋଷଣା କରିଛନ୍ତି। ଚଳିତବର୍ଷ ବିଭିନ୍ନ ବର୍ଗରୁ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ମେଡାଲ ମିଳିବ। ସେଥିମଧ୍ୟରୁ ଓଡ଼ିଶାର ୨…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ କଳ୍ପନା କରି ନ ଥିବା ମର୍ଯ୍ୟାଦାଜନକ ସ୍ଥିତିରେ ପହଞ୍ଚିଯିବେ। ପାରିବାରିକ କ୍ଷେତ୍ର ମଧ୍ୟମ ପ୍ରକାର ରହିବା ସ୍ଥଳେ ସାମାଜିକ ଜୀବନ ଉନ୍ନତତର ହେବ । ଅର୍ଥନୈତିକ ଅଭିବୃଦ୍ଧି, କଥନଶୈଳୀର ଲାଳିତ୍ୟ, ଲୋକପ୍ରିୟତା ବୃଦ୍ଧି ପାଇବ। ଈର୍ଷାପରାୟଣ ଆତ୍ମୀୟମାନେ ଦୂରେଇ ଯାଇପାରନ୍ତି ।…
Read More...

ବକ୍ସି ଜଗବନ୍ଧୁ” ପାଇକ ଜାତିର କୂଳତିଳକ – ପାଇକ ମହାସଂଘ

ଭୁବନେଶ୍ୱର,୨୪/୧(ଓଡ଼ିଆ ନ୍ୟୁଜ)- ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷର…
Read More...

ପଟିଆ ସାଇ ଶକ୍ତି ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ।

ଭୁବନେଶ୍ୱର,୨୪/୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ-୧ ଅନ୍ତର୍ଗତ ପ୍ରଶାନ୍ତି ବିହାର ଦୂର୍ଗା ମଣ୍ଡପ ପଡ଼ିଆରେ ପଟିଆ ସାଇ ଶକ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କିମ୍ସ ହସ୍ପିଟାଲ ସହ ଭାଗିତାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ସହିତ ବୃଦ୍ଧ, ବୃଦ୍ଧା ମାନଙ୍କୁ…
Read More...

କନ୍ୟାକିରଣ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳିତ ।

ଭୁବନେଶ୍ୱର,୨୪।୦୧(ଓଡ଼ିଆ ନ୍ୟୁଜ): କିଟ୍‍ ଓ କିସ୍‍ର ଅନନ୍ୟ ପ୍ରୟାସ ‘କନ୍ୟାକିରଣ’ ପକ୍ଷରୁ ରବିବାର ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟାକିରଣ ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ କନ୍ୟା କିରଣର ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି- ମୁଁ ବଢ଼ିବି’…
Read More...

ଭିତରକନିକା ହେବ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ : ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡ଼ା,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର ନଦୀଭିତ୍ତିକ ବନ୍ଦର ଓ ଉପକୂଳ ରାଜପଥକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଶିଳ୍ପବିହୀନ ଜିଲାରୁ କେନ୍ଦ୍ରାପଡ଼ା ନାମ ହଟିବ।…
Read More...

ହଲିଉଡ ଟ୍ୟାଲେଣ୍ଟ ଏଜେନ୍ସି ସହିତ ହାତ ମିଳାଇଲେ ଦୀପିକା।

ମୁମ୍ବାଇ; ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ଆଇସିଏମ୍ ସହ ହାତ ମିଳାଇଛନ୍ତି । ଆଇସିଏମ୍ ସୂଚିରେ ବଡ ବଡ ହଲିଉଡ କଳାକାରଙ୍କ ନାମ ସାମିଲ ରହିଛି । ଦୀପିକା ୨୦୧୭ରେ ଡିଜେ ଜେ କାରୁସୋଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ହଲିଉଡ୍ ମୁଭି…
Read More...