banner
Breaking
Yearly Archives

2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାତ୍ରାରେ କଳହର ଆଶଙ୍କାକୁ ଏଡିହେବ ନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅପେକ୍ଷାକରି ରହିଥିବା ଖବର ପାଇ ମନ ଖୁସି ହୋଇଯାଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବା କାରଣରୁ ବିବ୍ରତବୋଧ କରିପାରନ୍ତି।…
Read More...

ଜାରିହେଲା ଅନଲକ-୩ ଗାଇଡଲାଇନ୍। ଉଠିଲା ରାତ୍ରି କର୍ଫ୍ୟୁ।

ନୂଆଦିଲ୍ଲୀ, ୨୯ା୭(ଓଡ଼ିଆ ନ୍ୟୁଜ): ଦେଶରେ ଅନଲକ-୩ ପାଇଁ ଆଜି ଗାଇଡ଼ଲାଇନ ଜାରି ହୋଇଛି । ଅଗଷ୍ଟ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ । ଗାଇଡ଼ ଲାଇନ ଅନୁସାରେ ଅଗଷ୍ଟ ୧ରୁ ନାଇଟ କର୍ଫ୍ୟୁ ହଟିବ । କିିନ୍ତୁ ଅଗଷ୍ଟ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଓ କୋଚିଂ…
Read More...

ଜଗତସିଂହପୁରରେ ବାୟୋସେଫଟି ମେସିନ ଉଦଘାଟିତ।

ଜଗତସିଂହପୁର,୨୯/୭(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ମୂଖ୍ୟାଳୟରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଏକ ତୁରନ୍ତ ମେସିନ ଓ ବାୟୋସେଫଟି କ୍ୟାବିନେଟ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡାଃ ବିଜୟ ପଣ୍ଡା,ଡାଃ ବସନ୍ତ ବାରିକଙ୍କ ସମେତ…
Read More...

ବ୍ରାହ୍ମଣ ସୁରକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।

ଜଗତସିଂହପୁର,୨୯/୭(ଓଡ଼ିଆ ନ୍ୟୁଜ): ବ୍ରାହ୍ମଣ ସୁରକ୍ଷା ପରିଷଦ ଚାରି ଟେବୁଲ ଟ୍ରଷ୍ଟ ତରଫରୁ ବିଭିନ୍ନ ଗଣମାଧ୍ୟମରେ କାର୍ଯରତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀର ଭୟାବହତା ଭିତରେ ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ପଛରେ ପକାଇ…
Read More...

ଜଗତସିଂହପୁରେ ହେପାଟାଇଟସ୍ ଓ କରୋନା ପାଇଁ ସଚେତନତା ସଭା।

ଜଗତସିଂହପୁର,୨୯/୭(ଓଡ଼ିଆ ନ୍ୟୁଜ): ଆଜି ବିଶ୍ୱ ହେପାଟାଇଟିସ ଦିବସ ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସଭା ଆହୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା, ଜଗତସିଂହପୁର ସାଂସଦ ଡ଼ା ରାଜଶ୍ରୀ…
Read More...

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କେମିତି ପାଇବେ ଜାଣନ୍ତୁ।

ଭୁବନେଶ୍ଵର ,୨୯/୬(ଓଡ଼ିଆ ନ୍ୟୁଜ) ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଳମ୍ବରେ ହେଲେ ବି ଦୀର୍ଘ ଦୁଇମାସର ପ୍ରତୀକ୍ଷା ପରେ ଆଜି ବାହାରିବାକୁ ଥିବା‌ ଏହି ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା ଆଶଙ୍କାରେ ରହିଛନ୍ତି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ଆଜି ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ଉପୁଜି ଥିବା ଆକସ୍ମିକ ସମସ୍ୟାର ସମାଧାନ କରିବାରେ ବିବ୍ରତ ହୋଇପାରନ୍ତି। ପରଧନରେ ଧନୀ ହେବା ଆଶା କରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନ ଚାଳନାରେ ସତର୍କ ହେବେ। ବୃଷ:- ଆଜି ବନ୍ଧୁ ମିଳନ ଘଟିପାରେ। ଧନ, ଜନ, ଗୋପ, ଲକ୍ଷ୍ମୀ…
Read More...

ଓଡିଶାକୁ ଜିଏସଟି ସହାୟତା ୫ ହଜାର ୧୨୨ କୋଟି। ପୂର୍ବ ଭାରତର ବିକାଶ କ୍ଷେତ୍ରରେ ଓଡିଶାକୁ ପ୍ରାଧାନ୍ୟ ଦେଉଛନ୍ତି…

ଭୁବନେଶ୍ୱର :  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ଏହି ବର୍ଦ୍ଧିତ ଜିଏସଟି ସହାୟତା ରାଶି ପ୍ରଦାନ କୋରନା ମହାମାରୀରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ହୋଇଥିବା ରାଜସ୍ୱ କ୍ଷତିରୁ ମୁକ୍ତି ପ୍ରଦାନ…
Read More...

ହେପାଟାଇଟିସ୍ ମୁକ୍ତ ବିଶ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

ଭୁବନେଶ୍ବର,୨୮/୭(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ କହିଛନ୍ତି ପ୍ରାକୃତିକ ସମ୍ପଦ ଏବଂ ଧରିତ୍ରୀ ମାତାର ପ୍ରାଚୁର୍ଯ୍ୟର ପୋଷଣୀୟ ପରିଚାଳନା ସହିତ ମାନବ ଜାତିର ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତ ଜଡ଼ିତ। ପ୍ରକୃତି ସହିତ ସହାବସ୍ଥାନ…
Read More...

ସୁଶାନ୍ତ ସି° ରାଜପୁତଙ୍କ ମୃତ୍ୟୁ ମମଲାରେ ନୂଆ ମୋଡ।

ମୁମ୍ବଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଧାରଣ କରିଛି। ସଦ୍ୟତମ ଖବର ଅନୁଯାୟୀ, ସୁଶାନ୍ତଙ୍କ ପିତା  ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାୟର କରିଛନ୍ତି।  ସୁଶାନ୍ତଙ୍କ ପିତା ଏଫଆଇଆରରେ…
Read More...