banner
Breaking

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କେମିତି ପାଇବେ ଜାଣନ୍ତୁ।

0

ଭୁବନେଶ୍ଵର ,୨୯/୬(ଓଡ଼ିଆ ନ୍ୟୁଜ) ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଳମ୍ବରେ ହେଲେ ବି ଦୀର୍ଘ ଦୁଇମାସର ପ୍ରତୀକ୍ଷା ପରେ ଆଜି ବାହାରିବାକୁ ଥିବା‌ ଏହି ପରୀକ୍ଷାଫଳକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆଶା ଆଶଙ୍କାରେ ରହିଛନ୍ତି।

ଛାତ୍ରଛାତ୍ରୀମାନେ ମାଟ୍ରିକ ଫଳ ଏହି ୱେବସାଇଟ୍‌ରେ ଦେଖିପାରିବେ : www.bseodisha.ac.in, www.bseodisha.nic.in, ଏସ୍‍ଏମ୍‍ଏସ୍‍: Space Send 5676750
ଏଥିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଫଳ ମଧ୍ୟ ଉପଲବ୍ଧ।
ସମସ୍ୟା ଜଣାଇବାକୁ ବୋର୍ଡ କଣ୍ଟ୍ରୋଲ ରୁମ୍‌ ନମ୍ବର
(0671)- 2412059, 2412060

Khansweb Solution Bhubaneswar

Leave A Reply

Your email address will not be published.