banner
Breaking
Yearly Archives

2020

ରୁଷ ବାହାର କଲା ବିଶ୍ବର ପ୍ରଥମ କରୋନା ଟୀକା।

ମସ୍କୋ,୧୧/୮(ବ୍ୟୁରୋ): କରୋନା ମହାମାରୀ ପ୍ରଭାବରେ ସାରା ବିଶ୍ବ କବଳିତ ହୋଇଛି।ଏଥିରୁ ମୁକ୍ତି ପାଇବା ପାଇଁ ବିଶ୍ବର ବିଭିନ୍ନ ଦେଶ ନିଜ ନିଜ ଜ୍ଞାନ କୌଶଳରେ ଔଷଧ ଓ ଟୀକା ପାଇଁ ଲାଗିପଡିଛନ୍ତି। କିନ୍ତୁ ପ୍ରଥମ ଦେଶ ଭାବେ ରୁଷ ଆଜି ସଫଳତା ହାସଲ କରିଛି। ରୁଷ ପ୍ରସ୍ତୁତ କରୋନା ଟୀକାକୁ…
Read More...

ରାଜ୍ୟରେ ଆଜି ପୁଣି ୧୩୪୧ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ୱର,୧୧/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୩୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୧୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୨୩ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ହଜାର ୭୯୬କୁ…
Read More...

କାଲିଠାରୁ ଚମକିବ ଏହି ତିନି ରାଶିର ଭାଗ୍ୟ।

ଚଳିତ ବର୍ଷ ଅଗଷ୍ଟ ୧୧ ଅର୍ଥାତ୍‌ ମଙ୍ଗଳବାର ଦିନ ଜନମାଷ୍ଟମୀ ପାଳନ କରାଯିବ। ତେବେ ଏଥର ଅଷ୍ଟମୀ ତିଥି ୧୧-୧୨ ଅଗଷ୍ଟରୁ ଦୁଇ ଦିନ ରହିବ। ତେଣୁ ଲୋକମାନେ ଅଗଷ୍ଟ ୧୨ ବୁଧବାର ଦିନ କେତେକ ସ୍ଥାନରେ ଜନ୍ମାଷ୍ଟମୀ ପାଳନ କରିବେ। ଏଥର ଜନ୍ମାଷ୍ଟମୀ ସ୍ବତନ୍ତ୍ର ରହିଛି। କାରଣ ୨୭ ବର୍ଷ ପରେ ଏକ…
Read More...

ଜଗତସିଂହପୁରରେ ଦ୍ବିତୀୟ ଦିନରେ ଜୀବନ ବିନ୍ଦୁ।

ଜଗତସିଂହପୁର,୧୦/୮(ଓଡ଼ିଆ ନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜଗତସିଂହପୁରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ…
Read More...

ଉତ୍ତର ନିର୍ବାଚନ ମଣ୍ଡଳୀର ଭରତପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ।

ଭୁବନେଶ୍ୱର,୧୦/୮(ଓଡ଼ିଆ ନ୍ୟୁଜ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି।ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ୧୫ ତାରିଖ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର…
Read More...

ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +୨ବିଜ୍ଞାନ ପରୀକ୍ଷା ଫଳ।

ଭୁବନେଶ୍ବର,୧୦/୮(ଓଡ଼ିଆ ନ୍ୟୁଜ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ସାଢେ ୧୨ଟାରେ ପରିଷଦ କାର୍ଯ୍ୟାଳୟ ଠାରେ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା…
Read More...

ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ସରକାରଙ୍କୁ ଦାୟିତ୍ୱ। କଣ କହିଲେ ଆଇନ ମନ୍ତ୍ରୀ ଜାଣନ୍ତୁ।

କଟକ,୧୦/୮(ଓଡ଼ିଆ ନ୍ୟୁଜ): ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସବୁ ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ କଟକଣା ଜାରି କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା…
Read More...

ସରପଞ୍ଚଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା ସଠିକ ମାର୍ଗରେ ପରିଚାଳିତ ହୋଇଛି। ସମସ୍ତଙ୍କୁ ଧନ୍ୟବାଦ ଦେଲେ…

ଭୁବନେଶ୍ବର,୧୦/୯(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର…
Read More...

ରାଜ୍ୟରେ ଆଜି ପୁଣି ୧୫୨୮ ପଜିଟିଭ ଚିହ୍ନଟ ଓ ୧୪ ମୃତ।

ଭୁବନେଶ୍ଵର,୧୦/୮(ଓଡ଼ିଆ ନ୍ୟୁଜ): ରାଜ୍ୟରୁ ଆଜି ପୁଣି ୧୫୨୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୪୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୮୦ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୪୫୫ କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ ସମସ୍ୟା ଅବଶ୍ୟ ଲାଗି ରହିବ, କିନ୍ତୁ କିଛି ଅସୁବିଧା ହେବନାହିଁ । ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଂକଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ । ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ…
Read More...