banner
Breaking

ଜଗତସିଂହପୁରରେ ଦ୍ବିତୀୟ ଦିନରେ ଜୀବନ ବିନ୍ଦୁ।

0

ଜଗତସିଂହପୁର,୧୦/୮(ଓଡ଼ିଆ ନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜଗତସିଂହପୁରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷକ ବିଜେଡ଼ି ସଭାପତି ପ୍ରକାଶ ବସ୍ତିଆ,ଜୀବନ ବିନ୍ଦୁ ସଂଯୋଜକ ମଧୁସୂଦନ ସାହୁ, ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର,ବ୍ଲକ ବିଜେଡ଼ି ସଭାପତି ମନୋଜ ଭୋଇ ଜିଲ୍ଲା ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ସମିତ କୁମାର ଲେଙ୍କା,ଜିଲ୍ଲା ବିଜେଡ଼ି ଉପସଭାପତି ଦୀପ୍ତି ଦାସ,ଜିଲ୍ଲା ସଂଖ୍ୟାଲଘୁ ବିଜେଡ଼ି ସଭାପତି ମିର୍ ଆଜମିର ଅଲି,ଯୁବ ନେତା ରତିରଂଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ଏବଂ ଛାତ୍ର ନେତା ଜୀବନ ଦାସ,ବିଶ୍ୱଜିତ୍ ପୁହାଣ,ବିଶ୍ୱଜିତ୍ ମହାନ୍ତି,ସୌଭାଗ୍ୟ ଦାଶ,ଅମୀୟ ପଣ୍ଡା ସମେତ ଅନେକ ଛାତ୍ର ଓ ଯୁବ ନେତା କାର୍ଯକ୍ରମ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.